Browsing Category
ରାଜ୍ୟ
ଭାରସାମ୍ୟ ହରାଇ ଓଲିଟି ପଡ଼ିଲା ମାଛ ଧରା…
ପାରାଦୀପ, ୨୩/୦୯: ପାରାଦୀପ ଅନ୍ତର୍ଗତ ମହାନଦୀ ମୁହାଣ ନିକଟରେ ଭାରସାମ୍ୟ ହରାଇ ମାଛ ଧରା ଡଙ୍ଗା ଓଲିଟି ପଡ଼ିଛି । ଉକ୍ତ ଡଙ୍ଗାଟି ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ହୋଇଥିବା ବେଳେ ସେଥିରେ ୫ ଜଣ ମତ୍ସ୍ୟଜୀବୀ ଥିଲେ । ପାରାଦୀପ ମୁହାଣ ନିକଟ ସମୁଦ୍ର ମଧ୍ୟରେ ସେମାନେ ମାଛ ଧରୁଥିବା ସମୟରେ ଡଙ୍ଗାଟି ଓଲଟି…
ହକି ଇଣ୍ଡିଆର ସଭାପତି ହେଲେ ପଦ୍ମଶ୍ରୀ…
ଭୁବନେଶ୍ୱର, ୨୩/୦୯: ହକି ଇଣ୍ଡିଆର ସଭାପତି ହେଲେ ପଦ୍ମଶ୍ରୀ ଦିଲୀପ ତିର୍କୀ । ନିର୍ଦ୍ୱନ୍ଦ୍ୱରେ ଦିଲୀପ ତିର୍କୀ ଏହି ପଦ ପାଇଁ ନିର୍ବାଚିତ ହୋଇଛନ୍ତି । ଶୁକ୍ରବାର ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ଥିବା ବେଳେ ଅନ୍ୟ କେହି ଏହି ପଦ ପାଇଁ ଆବେଦନ କରି ନଥିଲେ । ଫଳରେ ବିନା କୌଣସି ପ୍ରତିଦ୍ୱନ୍ଦ୍ୱିତାରେ…
୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୨ କୋଭିଡ୍…
ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୦୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୭ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୮୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୪୫ ଜଣ ସଂକ୍ରମିତ ରହିଛନ୍ତି…
କୋରାପୁଟ ପୁଲିସକୁ ସଫଳତା, ଅପରେସନ ବେଳେ…
କୋରାପୁଟ ୨୨।୦୯: କୋରାପୁଟ ପୁଲିସକୁ ସଫଳତା। ନକ୍ସଲ ମୁକାବିଲା କ୍ଷେତ୍ରରେ ଏକ ବଡ ଧରଣର ସଫଳତା ପାଇଛି କୋରାପୁଟ ପୋଲିସ। ବିପୁଳ ପରିମାଣର ମାଓ ସାମଗ୍ରୀ ସହ ନଗଦ ଟଙ୍କା ଜବତ ହୋଇଛି । ଏନେଇ ଏସପି ବରୁଣ ଗୁଣ୍ଠୁପାଳି ପ୍ରେସ୍ମିଟ୍ ଜରିଆରେ ସୂଚନା ଦେଇଛନ୍ତି।
ଖବର ଅନୁଯାୟୀ, ଏସଓଜି ଓ ଡିଭିଏଫ…
ଦୁଇ ସପ୍ତାହ ଭିତରେ ଜବତ ହେଲାଣି ୪୫ ଲକ୍ଷ…
କଟକ, ୨୨/୦୯: ନକଲି ଔଷଧ କାରବାରର ଚେର ଲମ୍ବିବାରେ ଲାଗିଛି । ଆଜି ସୁଦ୍ଧା କେବଳ କଟକ ମାର୍କେଟରୁ ଗତ ଚାରିଦିନ ଭିତରେ ଜବତ ହେଲାଣି ୨୫ ଲକ୍ଷ ଟଙ୍କାର ନକଲି ଔଷଧ। ପୂର୍ବରୁ, ଅର୍ଥାତ ଗତ ୯ ତାରିଖରେ କଟକରୁ ଜବତ ହୋଇଥିଲା ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ନକଲି ଔଷଧ। ସବୁକୁ ମିଶାଇଲେ ଦୁଇ ସପ୍ତାହ ଭିତରେ…
ତଳେ ଶୋଇଛନ୍ତି ଡେଙ୍ଗୁ ରୋଗୀ
ଭୁବନେଶ୍ୱର ୨୨।୦୯: ରୋଗୀଙ୍କୁ ମିଳୁନି ବେଡ୍ । ତଳେ ଶୋଇଛନ୍ତି ଡେଙ୍ଗୁ ରୋଗୀ । ବ୍ୟାଙ୍କରେ ପ୍ଲେଟଲେଟ୍ ମଧ୍ୟ ମିଳୁନଥିବା ଅଭିଯୋଗ ହୋଇଛି । ଏମିତି ସ୍ଥିତି ଦେଖିବାକୁ ମିଳିିଛି ଭୁବନେଶ୍ବର କ୍ୟାପିଟାଲ୍ ହସପିଟାଲ୍ରେ । ଅପରିଷ୍କାର ପରିବେଶ ସାଙ୍ଗକୁ ପାଦ ଚଲା ବାଟରେ ପଡ଼ି ରହିଛନ୍ତି ରୋଗୀ । ସେପଟେ…
କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ…
ଭୁବନେଶ୍ୱର,୨୨/୦୯: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ମୋଟ ୩୩ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି । ବୈଠକରେ ୧୬ଟି ବିଭାଗର ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ବୈତରଣୀ ନଦୀରେ ୨ଟି ବ୍ୟାରେଜ୍…
ମାଥିଲିରେ ଅଜଣା ରୋଗ ଆତଙ୍କ; ଆଉ ଜଣେ…
ମାଥିଲି ୨୨/୦୯: ଚିନ୍ତା ବଢାଉଛି ଅଜଣା ରୋଗ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ହଳଦୀକୁଣ୍ଡ ଗାଁରେ ମୃତକଙ୍କ ସଂଖ୍ୟା ଧିରେ ଧିରେ ବଢ଼ିବାରେ ଲାଗିଛି। ଏଥିରେ ଆଉଜଣଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଲକ୍ଷ୍ମା ମାଡକାମୀ। ଲକ୍ଷ୍ମାଙ୍କୁ ଅନ୍ୟ ରୋଗୀଙ୍କ ସହ ମାଲକାନଗିରି ଡାକ୍ତରଖାନାରେ…
ସରିଲା ଛତିଶା ନିଯୋଗ ବୈଠକ
ପୁରୀ ୨୨/୦୯: ପୁରୀରେ ଶ୍ରୀମନ୍ଦିର ପ୍ରଶସନ ପକ୍ଷରୁ ପୁରୀ ଜିଲ୍ଲାପଳଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗ ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ସମସ୍ତ ନିଯୋଗର ସେବାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏଥିରେ କାର୍ତ୍ତିକ ପୁର୍ଣ୍ଣିମା ନୀତିକାନ୍ତି ଚୁଡାନ୍ତ ଚୁୁଡ଼ାନ୍ତ ହେବା ସହିତ ଏହା ଉପରେ ଛତିଶା…
୨୫ ଯାଏ ରାଜ୍ୟରେ ଶୁଖିଲା ରହିବ ପାଗ
ଆସନ୍ତା ୨୫ ତାରିଖ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବ ଧୀରେ ଧୀରେ ଦୁର୍ବଳ ହେଲାଣି । ଏଣୁ ରାଜ୍ୟରେ ଆଉ ବିଶେଷ ବର୍ଷା ନାହିଁ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି । ଗୁରୁବାର ସୁଦ୍ଧା ରାଜ୍ୟରେ ଲଘୁଚାପର ପ୍ରଭାବ କମିଯିବ ବୋଲି ଆଞ୍ଚଳିକ ପାଣିପାଗ…