ସବ୍-ରେଜିଷ୍ଟ୍ରାର୍ ମନୀଷା ମିଶ୍ର ଚାକିରିରୁ ବରଖାସ୍ତ:ଲାଞ୍ଚ ନେବା ଅଭିଯୋଗରେ ଚାକିରିରୁ ବିଦା କଲେ ରାଜ୍ୟ ସରକାର
ଜମି ରେଜିଷ୍ଟ୍ରି ଓ ବିକ୍ରି ଦଲିଲ ପ୍ରଦାନ କରିବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୭,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ୨୦ Roman_Number_26 ନଭେମ୍ବର ୬ ତାରିଖ ଦିନ ଓଡ଼ିଶା ଭିଜିଲାନ୍ସ ବିଭାଗ ତାଙ୍କୁ ରଙ୍ଗେ ହାତ ଧରିଥିଲା।ମନୀଷା ମିଶ୍ର ୨୦୨୪ ବ୍ୟାଚ୍ର ଜଣେ ଓଡ଼ିଶା ରାଜସ୍ଵ ସେବା (ORS) ଅଧିକାରୀ ଥିଲେ ଏବଂ ସେ ନିଜର ପ୍ରୋବେସନ୍ (ପରିବୀକ୍ଷା) ଅବଧିରେ ଥିଲେ
ଭୁବନେଶ୍ୱର: ଲାଞ୍ଚ ନେବା ଅଭିଯୋଗରେ ବାଲେଶ୍ଵର ଜିଲ୍ଲା ବାଲିଆପାଳର ସବ୍-ରେଜିଷ୍ଟ୍ରାର୍ ମନୀଷା ମିଶ୍ରଙ୍କୁ ଓଡ଼ିଶା ସରକାର ଚାକିରିରୁ ବରଖାସ୍ତ କରିଛନ୍ତି। ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଗ୍ରହଣ କରାଯିବ । ସୂଚନାଥାଉକି, ଦୀର୍ଘବର୍ଷ ହେଲା କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଛି।ଜମି ରେଜିଷ୍ଟ୍ରି ଓ ବିକ୍ରି ଦଲିଲ ପ୍ରଦାନ କରିବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୭,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ୨୦ Roman_Number_26 ନଭେମ୍ବର ୬ ତାରିଖ ଦିନ ଓଡ଼ିଶା ଭିଜିଲାନ୍ସ ବିଭାଗ ତାଙ୍କୁ ରଙ୍ଗେ ହାତ ଧରିଥିଲା।ମନୀଷା ମିଶ୍ର ୨୦୨୪ ବ୍ୟାଚ୍ର ଜଣେ ଓଡ଼ିଶା ରାଜସ୍ଵ ସେବା (ORS) ଅଧିକାରୀ ଥିଲେ ଏବଂ ସେ ନିଜର ପ୍ରୋବେସନ୍ (ପରିବୀକ୍ଷା) ଅବଧିରେ ଥିଲେ
ସରକାରୀ ନିୟମ ଉଲ୍ଲଂଘନ ଓ ଦୁର୍ନୀତି ଅଭିଯୋଗର ଗୁରୁତ୍ଵକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତାଙ୍କୁ ତୁରନ୍ତ ପ୍ରଭାବରୁ ଚାକିରିରୁ ବରଖାସ୍ତ କରିବା ପାଇଁ ନଭେମ୍ବର ୧୦ ତାରିଖରେ ନିର୍ଦ୍ଦେଶ ଜାରି କରିଛନ୍ତି।