ଖୁବଶୀଘ୍ର ପିଲାଙ୍କୁ ତ୍ରୁଟିଶୂନ୍ୟ ପୁସ୍ତକ ଦିଆଯିବ: ସଚିବ
ଜନସାଧାରଣ ଓ ବିଶେଷଜ୍ଞଙ୍କ ମତାମତ ଲୋଡ଼ାଯିବ ବୋଲି ସଚିବ କହିଛନ୍ତି। ସମସ୍ତଙ୍କ ମତାମତକୁ ବିଚାର କରି ସଂଶୋଧିତ ବହି ଯୋଗାଇ ଦେବୁ।ପ୍ରଥମେ ସଂଶୋଧିତ ତଥ୍ୟ ଶିକ୍ଷକଙ୍କୁ ଯୋଗାଇ ଦିଆଯିବ
ଭୁବନେଶ୍ୱର: ଖୁବଶୀଘ୍ର ତ୍ରୁଟିଶୂନ୍ୟ ପାଠ୍ୟ ପୁସ୍ତକ ଯୋଗାଇ ଦିଆଯିବ କହିଲେ ସଚିବ।ପ୍ରେସମିଟ୍ରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ସୂଚନା।ଶିକ୍ଷାବିତ୍ମାନଙ୍କୁ ନେଇ ତ୍ରୁଟିଗୁଡ଼ିକର ତର୍ଜମା ଚାଲିଛି।ଖୁବଶୀଘ୍ର ତ୍ରୁଟିଶୂନ୍ୟ ପାଠ୍ୟ ପୁସ୍ତକ ଯୋଗାଇ ଦିଆଯିବ କହିଲେ ସଚିବ।ଜନସାଧାରଣ ଓ ବିଶେଷଜ୍ଞଙ୍କ ମତାମତ ଲୋଡ଼ାଯିବ ବୋଲି ସଚିବ କହିଛନ୍ତି। ସମସ୍ତଙ୍କ ମତାମତକୁ ବିଚାର କରି ସଂଶୋଧିତ ବହି ଯୋଗାଇ ଦେବୁ।ପ୍ରଥମେ ସଂଶୋଧିତ ତଥ୍ୟ ଶିକ୍ଷକଙ୍କୁ ଯୋଗାଇ ଦିଆଯିବ।
ଗୁରୁଚଣ୍ଡାଳ ଭୁଲ୍କୁ ସୁଧାରିବୁ, ଚଳିତ ବର୍ଷ ହିଁ ତ୍ରୁଟିଶୂନ୍ୟ ପୁସ୍ତକ ଦେବୁ।ଯେତେ ଶୀଘ୍ର ନୂଆ ପାଠ୍ୟପୁସ୍ତକ ଯୋଗାଇ ଦେବୁ ବୋଲି ସଚିବ କହିଛନ୍ତି। ଗଣମାଧ୍ୟମରେ ଯେତେ ତ୍ରୁଟି ଦେଖାଯାଉଛି, ସେତେ ମାତ୍ରାରେ ନାହିଁ କହିଲେ।ମାତ୍ର କେତେ ତ୍ରୁଟି ଅଛି ଗଣମାଧ୍ୟମ ପ୍ରଶ୍ନରେ ଉତ୍ତର ଦେଇପାରିଲେନି ସଚିବ