thelifelinemedia
Latest Odisha News, Breaking News Today

ଇମ୍ରାନ୍ ସୁରକ୍ଷିତ: ଜେଲ୍‌ରେ ଭେଟିଲେ ଇମ୍ରାନଙ୍କ ଭଉଣୀ ଉଜମା

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସୁସ୍ଥ, ଭଉଣୀ ଦେଲେ ସୂଚନା

ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ଜୀବିତ ନା ମୃତ। ଏ ଖବର ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ନିଜେ ଇମ୍ରାନଙ୍କ ଭଉଣୀ ଉଜମା ଦେଇଛନ୍ତି ବଡ଼ ବୟାନ। କହିଲେ ଇମ୍ରାନ୍ ସୁରକ୍ଷିତ। ଜୀବିତ ଅଛନ୍ତି ଇମ୍ରାନ୍। ତାଙ୍କୁ ଜେଲ୍‌ରେ ଭେଟିଛନ୍ତି ଭଉଣୀ ଉଜମା। ରାୱଲପିଣ୍ଡିର ଆଦିଆଲା ଜେଲ୍‌ରେ ଭେଟିଲେ ଉଜମା । ଜେଲ୍‌ରେ ଭେଟିବା ପରେ ଇମ୍ରାନ୍ ସୁସ୍ଥ ଥିବା ସୂଚନା ଦେଲେ। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସୁସ୍ଥ ଥିବା କହିଲେ।

ତେବେ ଇମ୍ରାନଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ଭଉଣୀ। ଅଭିଯୋଗ କରିଛନ୍ତି। କହିଛନ୍ତି ଜେଲରେ ଠିକଠାକ୍ ନାହାନ୍ତି ସେ। ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି । ବିଗତ କିଛି ଦିନ ହେବ ଇମ୍ରାନ୍‌ ଖାନଙ୍କୁ ନେଇ ସସ୍ପେନେସ ଲାଗି ରହିଥିଲା।  ସେ ଜୀବିତ ନା ମୃତ , ସେ ନେଇ କଳ୍ପନଜଳ୍ପନା ଲାଗି ରହିଥିଲା।

Leave A Reply

Your email address will not be published.