thelifelinemedia
Latest Odisha News, Breaking News Today

ମନମୋହନ ସିଂଙ୍କୁ ପ୍ରଶଂସା କଲେ ନୀତିନ ଗଡକରୀ

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏକ ବଡ ବୟାନ ଦେଇଛନ୍ତି । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଉଦ୍ଦେଶ୍ୟରେ ରହିଛି ଏହି ବୟାନ । ଦେଶର ଅର୍ଥନୀତିରେ ସଂସ୍କାର ଆଣିବା ପାଇଁ ମନମୋହନ ଯେଉଁ କାର୍ଯ୍ୟ କରିଛନ୍ତି ସେଥିପାଇଁ ଦେଶ ତାଙ୍କ ନିକଟରେ ରୁଣୀ ବୋଲି ଗଡକରୀ କହିଛନ୍ତି । ମନମୋହନଙ୍କ ପ୍ରଶଂସା କରି କେନ୍ଦ୍ରମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି କି ଆର୍ଥିକ ସୁଧାର ଦେଶକୁ ନୂଆ ଦିଗ ଦେଇଛି ମନମୋହନଙ୍କ ଅର୍ଥନୀତି ।

ତେଣୁ ମନମୋହନଙ୍କ ଅବଦାନକୁ ଦେଶ କେବେପି ଭୁଲି ହେବନାହିଁ । ଏଥିସହ ସେ କହିଛନ୍ତି ଦେଶକୁ ଏକ ଉଦାରନୀତିର ଆବଶ୍ୟକତା ରହିଛି । ଯେଉଁଥିରେ ଗରିବ ଲୋକମାନେ ବିଶେଷ କରି ଉପକୃତ ହେବେ । ଉଦାର ଆର୍ଥିକ ନୀତି ଦେଶର ବିକାଶ କରିଛି, ଆର୍ଥିକ ବୃଦ୍ଧିକୁ ଆଗକୁ ଅଧିକ ତ୍ୱରାନିତ୍ୱ କରିବ ।

Leave A Reply

Your email address will not be published.