thelifelinemedia
Latest Odisha News, Breaking News Today
Browsing Category

ଦେଶ-ବିଦେଶ

ଆର୍‌ଜି କର ମେଡିକାଲ କଲେଜ ପୂର୍ବତନ…

ନୂଆଦିଲ୍ଲୀ: ଆର୍ଥିକ ଅନିୟମିତତା ମାମଲାରେ ତାଙ୍କର ଦୀର୍ଘ ସମୟ ଜେଲଦଣ୍ଡ ଓ ବିଚାରର ମନ୍ଥର ଗତିକୁ ଲକ୍ଷ୍ୟ କରି ସୁପ୍ରିମକୋର୍ଟ କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି। ଜଷ୍ଟିସ ଏମ୍‌ଏମ୍‌ ସୁନ୍ଦରେଶ୍‌ ଓ ପିବି…

ବାଂଲାଦେଶରେ ଭୟଙ୍କର ଅଗ୍ନିକାଣ୍ଡ: ୧୦…

ଢାକା: ବାଂଲାଦେଶରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କକ୍ସ ବଜାର ଜିଲ୍ଲାସ୍ଥିତ ଏକ ସମୁଦ୍ରକୂଳ ରିସୋର୍ଟରେ ଶନିବାର ଭୋର ସମୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଥିବା ସୂଚନାରୁ ଜଣାପଡ଼ିଛି। ବାଉଁଶ ଏବଂ କାଠରେ ନିର୍ମିତ…

ଖୁବ୍ ଶୀଘ୍ର ଆସୁଛି ଉଡନ୍ତା କାର୍:…

ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ଆସୁଛି ଉଡନ୍ତା କାର୍।ଏବେ କାର୍ ଖାଲି ରାସ୍ତାରେ ଚାଲିବ ନାହିଁ ବରଂ ଉଡିବ। ଏଲନ୍ ମସ୍କ ସ୍ପେସ୍‌ଏକ୍ସର ଏକ କାର୍ଯ୍ୟକ୍ରମରେ ଟେସ୍‌ଲାର ବହୁ ପ୍ରତୀକ୍ଷିତ ଉଡ଼ନ୍ତା କାର “ରୋଡ୍‌ଷ୍ଟର”କୁ ଉନ୍ମୋଚନ କରିଛନ୍ତି। ଏହି କାର ମାତ୍ର ୦.୫୯ ସେକେଣ୍ଡରେ ୯୬ କିଲୋମିଟର ଘଣ୍ଟା ବେଗରେ…

ଚିନିକୁ ନେଇ ବଡ଼ ନିଷ୍ପତ୍ତି ! ଏଣିକି…

ନୂଆଦିଲ୍ଲୀ: ବଢ଼ୁଥିବା ଚିନି ଦର ଉପରେ ରୋକ୍ ଲଗାଇବା ପାଇଁ କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର ୨୦୨୬-୨୭ ଯୋଗାଣ ବର୍ଷ ପାଇଁ ଇଥାନଲ ଉତ୍ପାଦନରେ ଚିନିର ବ୍ୟବହାର ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଅନୁଯାୟୀ, ତୈଳ ବିପଣନ କମ୍ପାନିଗୁଡ଼ିକର ନୂଆ ଟେଣ୍ଡରରେ ଆଖୁ…

ରୁଷ ଉପରୁ ପ୍ରତିବନ୍ଧକ ଏବଂ ସୀମା ଶୁଳ୍କ…

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଶୁଳ୍କ ରିହାତି ପ୍ରଦାନ କରିବାକୁ କହିଛନ୍ତି। ରୁଷ ଉପରେ ଆର୍ଥିକ ଚାପ ବୃଦ୍ଧି କରିବା ପାଇଁ ଏକ ନୂତନ ଆଇନ ଅନ୍ତର୍ଗତ ଲାଗୁ ହୋଇଥିବା ପ୍ରତିବନ୍ଧକ, କଟକଣା ଏବଂ ଶୁଳ୍କକୁ ସେ ଛାଡ଼ କରିଛନ୍ତି। ଏହି ନିଷ୍ପତ୍ତି ରୁଷରୁ ଅଶୋଧିତ ତୈଳ କିଣୁଥିବା…

ଚେକ୍ ବାଉନ୍ସ ମାମଲାରେ ରାଜପାଲ ଯାଦବଙ୍କୁ…

ନୂଆଦିଲ୍ଲୀ: ଅଭିନେତା ରାଜପାଲ ଯାଦବଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଚେକ୍ ବାଉନ୍ସ ମାମଲାରେ ତାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ଏକ ସୌହାର୍ଦ୍ଦପୂର୍ଣ୍ଣ ସମାଧାନ ମାଧ୍ୟମରେ ଆପୋଷ ବୁଝାମଣା ପାଇଁ ମାମଲାକୁ ପଠାଇ ଦେଇଛନ୍ତି। ଶୁଣାଣି ସମୟରେ ରାଜପାଲ ଯାଦବଙ୍କ ଆଇନଜୀବୀ…

ରାହୁଲ ଗାନ୍ଧୀଙ୍କୁ ସୁପ୍ରୀମକୋର୍ଟଙ୍କ…

ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ ହୋଇଛି। ଅକ୍ଟୋବର ୧୨ ତାରିଖ ସୁପ୍ରିମକୋର୍ଟ ପଦଯାତ୍ରାକୁ ନେଇ ନୋଟିସ୍ କରାଯାଇଛି। ରାହୁଲ ଓ ଅଖିଳେଶ ଯାଦବଙ୍କ ସମେତ ୧୨ ନେତାଙ୍କୁ ନୋଟିସ୍ ହୋଇଛି। ରାହୁଲଙ୍କ ଆଚରଣକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମକୋର୍ଟ।…

ସେଜେପି ପ୍ରତିବାଦ ପରେ ବଢ଼ିଲା ବିବାଦ;…

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ମୁମ୍ବାଇରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହୋଇଥିବା ବିରୋଧ ପ୍ରଦର୍ଶନରେ ସେ ସାମିଲ ହୋଇଥିବା ନେଇ ଖବର ପ୍ରକାଶ ପାଇଛି । ଏହା ପରେ ତାଙ୍କ ନାଗରିକତାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା…

ରେଳ କର୍ମଚାରୀଙ୍କୁ ମିଳିବ ୭୮ ଦିନର…

ନୂଆଦିଲ୍ଲୀ:ରେଳ କର୍ମଚାରୀଙ୍କୁ ପୂଜା ଭେଟି ଦେଲେ କେନ୍ଦ୍ର ସରକାର।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ପାର୍ବଣ ଋତୁ ପୂର୍ବରୁ ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ଉତ୍ପାଦକତା ଆଧାରିତ ବୋନସ (ପିଏଲବି) ମଞ୍ଜୁର କରିଛି । ଦେଶର ୧୧,୪୦,୭୭୦ ରେଳ…

ମିରଟ୍ ବ୍ଲୁ ଡ୍ରମ୍ ହତ୍ୟା ମାମଲା:…

ମିରଟ: ଉତ୍ତରପ୍ରଦେଶର ମିରଟ୍‌ର ବହୁଚର୍ଚ୍ଚିତ ‘ବ୍ଲୁ ଡ୍ରମ୍’ ହତ୍ୟା ମାମଲାରେ ମୁସ୍କାନ ରସ୍ତୋଗୀ ଓ ତାଙ୍କ ପ୍ରେମିକ ସାହିଲ ଶୁକ୍ଳାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି ଜିଲ୍ଲା ଅଦାଲତ। ନିଜ ସ୍ୱାମୀ ସୌରଭ ରାଜପୁତଙ୍କୁ ହତ୍ୟା କରିବା ମାମଲାରେ ସେପ୍ଟେମ୍ବର ୩୦ ତାରିଖରେ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ…