Browsing Category
ରାଜ୍ୟ
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି | ମନରେଗା(ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା) ପ୍ରସଙ୍ଗରେ ନବୀନ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି | ନବୀନ ଚିଠିରେ ଲେଖିଛନ୍ତି ଯେ ଶ୍ରମିକଙ୍କୁ ଉଚିତ ସମୟରେ ପ୍ରାପ୍ୟ…
ବଡ଼ ଧରଣର ଡକାୟତି ପାଇଁ ଚାଲିଥିଲା ଯୋଜନା
ଉଦଳା,୨୧।୦୮: ବଡ଼ ଧରଣର ଡକାୟତି କରିବା ପାଇଁ ଚାଲିଥିଲା ଯୋଜନା । ହେଲେ ଖବର ପାଇ ଚଢ଼ାଉ କରିଲା ପୋଲିସ । ଜଣେ ଡକାୟତ ଚମ୍ପଟ ମାରିଥିବା ବେଳେ ଏବେ ପୋଲିସ କବଜାରେ ୪ ଆନ୍ତଃଜିଲ୍ଲା ଡକାୟତ । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଉଦଳା ଥାନା ଶ୍ମଶାନ କାଳୀ ଛକ ନିକଟରେ ୫ ଜଣ ଯୁବକ ବଡ଼ ଧରଣର…
ବାଲେଶ୍ବର ଓ ମୟୂରଭଞ୍ଜକୁ ବନ୍ୟା ଆଶଙ୍କା,…
ବାଲେଶ୍ବର ଓ ମୟୂରଭଞ୍ଜ ପାଇଁ ବନ୍ୟା ଆଶଙ୍କା ବଢୁଥିବା ବେଳେ ବାଲେଶ୍ବର ଜିଲ୍ଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ କମିଶନର କ୍ଷମତା ଦିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହି ସୂଚନା ଟ୍ବିଟ କରି ଦେଇଛନ୍ତି। ବନ୍ୟା ସଂପର୍କିତ ଯେକୌଣସି…
କୋମନା ବ୍ଲକରେ ପୁଣି ଝାଡାବାନ୍ତି ଆତଙ୍କ
ନୂଆପଡା, ୨୧/୮: କୋମନା ବ୍ଲକ ଜଟଗଡ ଗାଁରେ ପୁଣି ଝାଡାବାନ୍ତି ଆତଙ୍କ । ୧୩ ଜଣ ନୂଆପଡା ମୁଖ୍ୟ ଚିକିତ୍ସାଳୟ ଓ ୫ ଜଣ ତରବୋଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି । ମାଆ-ବାପାଙ୍କ ସେବା ପାଇଁ ଆସିଥିବା ଝିଅର ଝାଡାବାନ୍ତିରେ ମୃତ୍ୟୁ ଅଭିଯୋଗ ହୋଇଛି । ମୃତକ କୋଟ୍ରିବାହାଲ ଗ୍ରାମର ଫୁଲମତି ବନ୍ଦିଛୋର ।…
ପୁଣି ଡରାଇଲାଣି ଲଗାଣ ବର୍ଷା
ଉପକୂଳ ଓଡ଼ିଶାରେ ବନ୍ୟା ବିପତ୍ତି ଦୂର ହୋଇନି । ଏବେ ବି ୬୪୨ଟି ଗାଁ ପାଣି ଘେରରେ । ୩ ଲକ୍ଷ ୯୧ ହଜାର ୫୨୮ ଲୋକେ ଜଳବନ୍ଦୀ ଯନ୍ତ୍ରଣାରେ କଲବଲ ହେଉଛନ୍ତି । ଏ ବିପଦ ଦୂର ହୋଇନଥିବାବେଳେ ଉତ୍ତର ଓଡ଼ିଶାକୁ ଡରାଇଲାଣି ଲଗାଣ ବର୍ଷା, ପବନ ଓ ସମ୍ଭାବ୍ୟ ବନ୍ୟା । ଯଦିଓ ସନ୍ଧ୍ୟାରେ ଗଭୀର ଅବପାତ ପଶ୍ଚିମବଙ୍ଗର…
ସ୍ଥିତି ଦେଖି ଗେଟ୍ ବନ୍ଦ ପାଇଁ…
ଭୁବନେଶ୍ୱର: ହୀରାକୁଦରେ ଜଳସ୍ତର ୬୨୦.୭୧ ରହିଛି । ହୀରାକୁଦକୁ ପ୍ରତି ସେକେଣ୍ଡରେ ୧.୮୩ ହଜାର କ୍ୟୁସେକ୍ ବନ୍ୟାଜଳ ପ୍ରବେଳ କରୁଥିବା ବେଳେ ୩.୫୪.୬୦୦ କ୍ୟୁସେକ୍ ବନ୍ୟାଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ହୀରାକୁଦର ୪ଟି ଗେଟ୍ ବନ୍ଦ ରହିଛି । ଏବେ ୧୬ଟି ଗେଟ୍ ଦେଇ ବନ୍ୟାଜଳ ବାହାରକୁ ଆସୁଛି ବୋଲି…
୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୨୦ କୋଭିଡ୍…
ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୨୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮୭ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୧୩୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୪୧ ଜଣ ସଂକ୍ରମିତ…
ପ୍ରବଳ ବର୍ଷା ନେଇ ଉତ୍ତର ଓଡ଼ିଶାବାସୀଙ୍କ…
ଭୁବନେଶ୍ବର: ସମ୍ଭାବ୍ୟ ପ୍ରବଳ ବର୍ଷା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ତର ଓଡ଼ିଶାବାସୀଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି। କେନ୍ଦୁଝର, ମୟୂରଭଂଜ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାବାସୀଙ୍କ ନିକଟରେ ଅପିଲ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭୟଭୀତ ନହୋଇ ପ୍ରଶାସନର ନିର୍ଦ୍ଦେଶ…
ହୀରାକୁଦରେ ୨୦ ଗେଟ୍ ଦେଇ ଚାଲିଛି ଜଳ…
ମହାନଦୀରେ ବନ୍ୟା ସ୍ଥିତିରେ ସୁଧାର ଆସିଛି। ତେବେ ଆଉ ଏକ ଲଘୁଚାପ ଅବପାତର ରୂପ ନେବା ଏବଂ ଏହାରି ପ୍ରଭାବରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ବନ୍ୟା ପ୍ରଭାବିତ ଲୋକଙ୍କ ଚିନ୍ତା ବଢାଇ ଦେଇଛି। ବର୍ତ୍ତମାନ ହୀରାକୁଦ ଡ୍ୟାମର ୨୦ଟି ଗେଟ ଖୋଲା ଯାଇ ଜଳ ନିଷ୍କାସନ ଚାଲିଛି। ଡ୍ୟାମର ଜଳସ୍ତର ୬୨୧.୯୩ ଫୁଟ୍…
ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ
ଉତ୍ତର-ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଏହା ପ୍ରଭାବରେ ଆଜି ଉତ୍ତର ଓଡ଼ିଶାର ବାଲେଶ୍ବର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ । ତେବେ ବାତ୍ୟାର ସମ୍ଭାବନା ନାହିଁ ବୋଲି କହିଛନ୍ତି ଆଇଏମଡି ଡିଜି…