Browsing Category
ରାଜ୍ୟ
ଶୋକାକୂଳ ପରିବେଶରେ ହେଲା ଶେଷକୃତ୍ୟ;…
ଭଦ୍ରକ ୧୨/୦୯: ପିଇ ଆତ୍ମହତ୍ୟା କରିଥିବା ଆଇଟିଆଇ ଛାତ୍ରଙ୍କ ମୃତଦେହକୁ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅନ୍ତର୍ଗତ ଛନ୍ଦାସାହି ଗାଁର ଆଇଟିଆଇ ଛାତ୍ର ଆଶୁତୋଷ ମଳିକ ସେପ୍ଟେମ୍ୱର ୯ରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ…
ଅବପାତ ପ୍ରଭାବରେ ୧୦ ଜିଲ୍ଲାକୁ ଅରେଞ୍ଜ…
ଦକ୍ଷିଣ ଓଡି଼ଶା ଉପରେ ସକ୍ରିୟ ରହିଛି ଅବପାତ । ଘଣ୍ଟାପ୍ରତି ୨୫ କିମି ବେଗରେ କରୁଛି ଗତି । ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ଅବପାତ । ଭବାନୀପାଟଣାଠାରୁ ଦକ୍ଷିଣ-ପୂର୍ବ ଦିଗରେ ୧୦ କିମି ଦୂରରେ କେନ୍ଦ୍ରୀଭୂତ । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ମୌସୁମୀ…
ପ୍ରକାଶ ପାଇଲା ଜେଇଇ ଆଡ୍ଭାନ୍ସ ପରୀକ୍ଷା…
ଭୁବନେଶ୍ୱର, ୧୧/୦୯: ପ୍ରକାଶ ପାଇଛି ଜେଇଇ ଆଡ୍ଭାନ୍ସ ପରୀକ୍ଷା ଫଳ । ଏହି ସର୍ବ ଭରତୀୟ ପରୀକ୍ଷାରେ ୨୮୫ ନମ୍ୱର ରଖିଛନ୍ତି ଓଡ଼ିଆ ପୁଅ । ଏଥି ସହିତ ସର୍ବ ଭରତୀୟ ସ୍ତରରେ ୧୧ ରାଙ୍କ୍ ରଖି ଓଡ଼ିଆ ପୁଅ ଦିବ୍ୟାଂଶୁ ମାଲୁ ସଫଳତା ପାଇଛନ୍ତି । ଦିବ୍ୟାଂଶୁ ଓଡିଶାର ଟପ୍ପର ହୋଇଥିବା ଜଣାପଡ଼ିଛି ।
ବିପଦରେ କୋଣାର୍କ ପୁରୀ ମେରାଇନ୍ ଡ୍ରାଇଭ…
କୋଣାର୍କ ୧୧/୦୯: କୋଣାର୍କ ପୁରୀ ମେରାଇନ୍ ଡ୍ରାଇଭ ରାସ୍ତା ଏବେ ବିପଦରେ। ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ପୂର୍ଣ୍ଣିମା ଯୁଆର ଯୋଗୁଁ ସମୂଦ୍ରରେ ବଡ଼ ଲହରୀ ଆସି ମେରାଇନଡ୍ରାଇଭ୍ ରାସ୍ତାକୁ କ୍ଷୟ କରିବାରେ ଲାଗିଛି। ଫଳରେ ଅନେକ ବିଦ୍ୟୁତ ଖୁଣ୍ଟ ଏବେ ସମୂଦ୍ର ଗର୍ଭରେ ଲିନ ହେବାକୁ…
ଆଜି ଅବପାତର ରୂପ ନେଇପାରେ ଲଘୁଚାପ
ଅବପାତର ରୂପ ନେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ । ଦକ୍ଷିଣ ଓଡ଼ିଶା ଏବଂ ପାଶ୍ୱବର୍ତୀ ଅଂଚଳରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଅବପାତ ଏବେ ଉତରପଶ୍ଚିମ ଗୋପାଳପୁରଠାରୁ ୨୦ କିଲୋମିଟର ଦୂରରେ ରହିଛି । ଅବପାତ ପ୍ରଭାବରେ ରାଜ୍ୟରେ ଲାଗି ରହିବ ବର୍ଷା । ଆଜି ୮ ଜିଲ୍ଲାକୁ…
୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୪୫ କୋଭିଡ୍…
ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୪୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪୪ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୧୦୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୪୩ ଜଣ ସଂକ୍ରମିତ…
ସେପ୍ଟେମ୍ବର ୩୦ ଯାଏ ଓପିଏସ୍ସି…
ଭୁବନେଶ୍ୱର: ଓଡିଶା ପବ୍ଲିକ ସର୍ଭିସ କମିସନ(ଓପିଏସ୍ସି) ପକ୍ଷରୁ ଆୟୋଜିତ ହେଉଥିବା ସାକ୍ଷାତକାର ପରୀକ୍ଷା ଚଳିତ ସେପ୍ଟେମ୍ବର ମାସ ୩୦ ତାରିଖ ଯାଏ ଜାରି ରହିବ। ଏହି ସମୟ ମଧ୍ୟରେ ୟୁପିଏସ୍ସି ପରୀକ୍ଷା ମଧ୍ୟ ହେଉଛି। ତେଣୁ ଯେଉଁ ପ୍ରାର୍ଥୀମାନେ ୟୁପିଏସ୍ସି ମୁଖ୍ୟ ପରୀକ୍ଷା ଦେବାକୁ ଯାଉଛନ୍ତି,…
କଟକରେ ନକଲି ଔଷଧ ମାମଲା, ପୁରୀଘାଟ…
କଟକ: କଟକରେ ନକଲି ଔଷଧ ମାମଲା ନେଇ ଔଷଧ କଂପାନି ‘ଗ୍ଲେନମାର୍କ’ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। କଂପାନି ପକ୍ଷରୁ କୁହାଯାଇଛି ଯେ, ଜବତ ଟେଲମା ୪୦ ଓ ଟେଲମା ଏମ୍ ଆମ ଦ୍ଵାରା ପ୍ରସ୍ତୁତ ହୋଇନାହିଁ। ଏଥି ସହିତ ଗ୍ଲେନମାର୍କକୁ ଲେଖାଯାଇଥିବା ଚିଠିର ଉତ୍ତର ରଖିଛି କମ୍ପାନି। କମ୍ପାନିର ସ୍ପଷ୍ଟୀକରଣ ପରେ…
ଆସୁଛି ଆଉ ଏକ ଲଘୁଚାପ
୨୪ ଘଣ୍ଟା ଭିତରେ ଅବପାତରେ ପରିଣତ ହେବ ସୁଦୃଶ୍ୟ ଲଘୁଚାପ। ଯାହାର ପ୍ରଭାବରେ ରବିବାର ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହା ପରେ ୧୨ ଓ ୧୩ ତାରିଖରେ ବର୍ଷାର ପରିମାଣ କମିଯିବ।
ସେହିପରି ଆସନ୍ତା ୧୮ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା…
ପୁରୀ ଜିଲ୍ଲାପାଳଙ୍କ ଟ୍ବିଟର ଆକାଉଣ୍ଟ…
ପୁରୀ : ପୁରୀ ଜିଲ୍ଲାପାଳଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ୍
ଏନେଇ ଆଇ.ଟି. ବିଭାଗକୁ ଅଭିଯୋଗ ଜଣାଇଛନ୍ତି ଜିଲ୍ଲାପାଳ
ଖୁବ୍ ଶିଘ୍ର ନିଆଯିବ କାର୍ଯ୍ୟାନୁଷ୍ଠାନ
କିଏ ଏବଂ କାହିଁକି ଆକାଉଣ୍ଟ ହ୍ୟାକ୍ କରିଛି ତଦନ୍ତ ପରେ ସ୍ପଷ୍ଟ ହେବ
ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା…