thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୫୨ କୋଭିଡ୍…

ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୫୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪୮ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୦୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୪୩ ଜଣ ସଂକ୍ରମିତ ରହିଛନ୍ତି…

ଲଘୁଚାପ ପ୍ରଭାବ : ଗୁରୁବାର ପର୍ଯ୍ୟନ୍ତ…

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତର-ଓଡ଼ିଶା ଓ ଦକ୍ଷିଣ ପଶ୍ଚିମବଙ୍ଗ ଅତିକ୍ରମ କରି ଏବେ ଆଭ୍ୟନ୍ତରୀଣ ଓଡ଼ିଶା ଓ ଛତିଶଗଡ଼ ଉପରେ ରହିଛି । ଆସନ୍ତା ୨୪ ଘଣ୍ଟାରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମ ଛତିଶଗଡ଼ ଓ ପୂର୍ବ ମଧ୍ୟପ୍ରଦେଶ ଆଡ଼କୁ ଗତି କରିବ । ଏହି ଲଘୁଚାପ…

୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୯୯ କୋଭିଡ୍…

ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୬ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୮୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୪୦ ଜଣ ସଂକ୍ରମିତ ରହିଛନ୍ତି…

କେନ୍ଦୁଝର ଜିଲ୍ଲା ହସ୍ପିଟାଲରେ ଶିଶୁ…

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା ହସ୍ପିଟାଲରେ ୧୮ ଦିନରେ ୧୩ ଶିଶୁଙ୍କ ମୃତ୍ୟୁ ଘଟଣାର ଖୁବ ଶୀଘ୍ର ଆସିବ ପ୍ରାଥମିକ ତଦନ୍ତ ରିପୋର୍ଟ ଆସିବ। ଏହି ରିପୋର୍ଟ ଆସିବା ପରେ କେଉଁ କାରଣରୁ ଏଭଳି ଘଟଣା ଘଟିଲା ତାହା ସ୍ପଷ୍ଟ ହେବ। ଡାକ୍ତରଖାନାରେ ମୃତ୍ୟୁ ଘଟଣା ସ୍ଵାଭାବିକ। କିନ୍ତୁ ଏହି ଘଟଣାରେ ମୃତ୍ୟୁର କାରଣ…

ମାଓନେତା ସବ୍ୟସାଚୀ ପଣ୍ଡା ନିର୍ଦ୍ଦୋଷରେ…

ଗୁଣପୁର,୨୦l୯: ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ମୁଚିଗୁଡା ଜଙ୍ଗଲରୁ ବିଷ୍ପୋରକ ସାମଗ୍ରୀ ଜବତ ମାମଲାରେ ଆଜି ଗୁଣପୁର ଏଡିଜେ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଗତ ୬ ମାର୍ଚ୍ଚ ୨୦୧୩ ମସିହାରେ ସିଆରପିଏଫ ଜବାନଙ୍କ କୁମ୍ୱିଂ ଅପରେସନ୍ ବେଳେ ସବ୍ୟସାଚୀ ଜଙ୍ଗଲରୁ…

ଲଘୁଚାପ ସକ୍ରିୟ, ୨୪ ଘଣ୍ଟା ମଧ୍ୟରେ…

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୋମବାର ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସଂପ୍ରତି ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି। ଲଘୁଚାପ କ୍ଷେତ୍ର ଏବଂ ଏହା ସହ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନ ଠାରୁ ବାୟୁମଣ୍ଡଳର ୫.୮…

ରାଜଧାନୀରୁ ପୁଣି ଜବତ ହେଲା ବ୍ରାଉନ…

ଭୁବନେଶ୍ୱର, ୨୦/୦୯: ରାଜଧାନୀରୁ ପୁଣି ବ୍ରାଉନ ସୁଗାର ଜବତ । ଶହେ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଖଣ୍ଡଗିରି ଥାନା ପୋଲିସ । ଯାହାର ଆନୁମାନିକ ମୁଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏଥିରେ ଜଡ଼ିତ ଥିବା ଖୋର୍ଦ୍ଧା ଜିଲ୍ଲା ଓଳସିଂର ଦୁଇ ଯୁବକଙ୍କୁ ଖଣ୍ଡଗିରି ଫାର୍ମ ଗେଟ ରାସ୍ତାରୁ ଗିରଫ…

ବଡ଼ଭାଇର ଠେଙ୍ଗାମାଡ଼ରେ ସାନଭାଇ ମୃତ

ବଡଭାଇର ଠେଙ୍ଗାମାଡରେ ସାନଭାଇ ମୃତ । ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଯାଇଛି । ମୃତକ ରାଜମୋହନ ସେନାପତି ହୋଇଥିବା ବେଳେ ହତ୍ୟାକାରୀ ବଡଭାଇ ହେଲେ ବିଶ୍ବମୋହନ ସେନାପତି ବୋଲି ଜଣାପଡିଛି। ଖବର ଅନୁଯାୟୀ, ବଡଭାଇ ନୟାପଲ୍ଲୀ ଅଞ୍ଚଳରେ ରହୁଥିବା ବେଳେ ଖଣ୍ଡଗିରିରେ ରହୁଥିଲେ ସାନଭାଇ…

ଶାଳ କାଠ ଚାଲାଣ ବେଳେ ଟାଟା ଏସି ଜବତ;…

ବିନିକା ୧୮/୦୯: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବନବିଭାଗ ଏକ କାଠ ବୋଝେଇ ଗାଡ଼ି ଜବତ କରିବା ସହିତ ଦୁଇଜଣଙ୍କୁ ଗିରଫ କରିଛି। ଉଲୁଣ୍ଡାରୁ ମହାନଦୀ ପାର୍‌ ହୋଇ ଏକ ଟାଟା ଏସି ଦୃତ ଗତିରେ ଯାଉଥିଲା। ଏହି ସମୟରେ ବିନିକା ବନ ବିଭାଗ କର୍ମଚାରୀମାନେ ମହାନଦୀ ପୋଲ ପାଖରେ ପେଟ୍ରୋଲିଙ୍ଗ କରିବା ବେଳେ ଟାଟା…

୧୮ ଦିନରେ ୧୩ ଶିଶୁଙ୍କ ମୃତ୍ୟୁ ଘଟଣା;…

କେନ୍ଦୁଝରରେ ଶିଶୁ ମୃତ୍ୟୁ ମାମଲାରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ତଦନ୍ତ ନିର୍ଦ୍ଦେଶ। ସ୍ୱାସ୍ଥ୍ୟ ମନ୍ତ୍ରୀ  ପ୍ରତିକ୍ରିୟା ଦେଇ କହିଛନ୍ତି  ଶିଶୁମାନଙ୍କର  ଓଜନ କମ ଥିବାରୁ ମୃତ୍ୟୁ ହୋଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ଏନେଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସା…