thelifelinemedia
Latest Odisha News, Breaking News Today

କେନ୍ଦୁଝର ଜିଲ୍ଲା ହସ୍ପିଟାଲରେ ଶିଶୁ ମୃତ୍ୟୁ ଘଟଣା: ଖୁବ ଶୀଘ୍ର ଆସିବ ପ୍ରାଥମିକ ତଦନ୍ତ ରିପୋର୍ଟ

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା ହସ୍ପିଟାଲରେ ୧୮ ଦିନରେ ୧୩ ଶିଶୁଙ୍କ ମୃତ୍ୟୁ ଘଟଣାର ଖୁବ ଶୀଘ୍ର ଆସିବ ପ୍ରାଥମିକ ତଦନ୍ତ ରିପୋର୍ଟ ଆସିବ। ଏହି ରିପୋର୍ଟ ଆସିବା ପରେ କେଉଁ କାରଣରୁ ଏଭଳି ଘଟଣା ଘଟିଲା ତାହା ସ୍ପଷ୍ଟ ହେବ। ଡାକ୍ତରଖାନାରେ ମୃତ୍ୟୁ ଘଟଣା ସ୍ଵାଭାବିକ। କିନ୍ତୁ ଏହି ଘଟଣାରେ ମୃତ୍ୟୁର କାରଣ କଣ ସେନେଇ ରିପୋର୍ଟକୁ ଅପେକ୍ଷା କରାଯାଇଛି। ମୋଟ ଉପରେ ଏହି ଘଟଣାକୁ ସରକାର ଗୁରୁତର ସହ ବିଚାର କରୁଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହା କହିଛନ୍ତି।

Leave A Reply

Your email address will not be published.