thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍…

ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୦ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୯ ଜଣ ସଂକ୍ରମିତ ରହିଛନ୍ତି ।…

ଏସକର୍ଟ ସର୍ଭିସ ନାମରେ ସାଇବର ଠକେଇ

ଭୁବନେଶ୍ବର: ଏସକର୍ଟ ସର୍ଭିସ ନାମରେ ସାଇବର ଠକେଇ ଅଭିଯୋଗ ଆସିଛି। ଗୁଗୁଲ ଆଳରେ ଦୁର୍ବୃତ୍ତମାନେ ଚକମା ଦେଖାଇଛନ୍ତି। ପୁଲିସ ଠକେଇର ମାଷ୍ଟରମାଇଣ୍ଡ ସୁଶାନ୍ତ ପାତ୍ର ସମେତ ମୋଟ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ଯୁବତୀ ମଧ୍ୟ ଅଛନ୍ତି। ଗିରଫମାନଙ୍କ ମଧ୍ୟରେ ୩ ଜଣ ଏସକର୍ଟ…

ଧରାପଡିଲେ ବ୍ରାଉନସୁଗାର ବେପାରୀ ଓ ଜବତ…

ଧରାପଡିଲେ ବ୍ରାଉନସୁଗାର ବେପାରୀ ଓ ଜବତ ହେଳା ଧଳା ଜହର। ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ ନଂ ଜାତୀୟ ରାଜପଥର କଳମା ଛକ ନିକଟରୁ ୩ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରରୁ ୨୦ ହଜାର ଟଙ୍କାର ୧୧ ଗ୍ରାମର ବ୍ରାଉନ ଗାର ଜବତ ହୋଇଛି। ଏନେଇ ବୈଶିଙ୍ଗା ଥାନା ଅଧିକାରୀ…

ଭୁବନେଶ୍ବର ଫିକା ପଡ଼ିଲା ମା’ ଦୁର୍ଗାଙ୍କ…

ଭୁବନେଶ୍ବର: ସମଗ୍ର ଉପକୂଳ ସହିତ ରାଜଧାନୀ ଭୁବନେଶ୍ବରରେ ଆଜି ଭୋର ସକାଳ ଠାରୁ ଦିନସାରା ବର୍ଷା ଲାଗି ରହିବା କାରଣରୁ ପୂଜା ମଣ୍ଡପଗୁଡ଼ିକରେ ଅଶାନୁରୂପେ ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହୋଇପାରି ନାହିଁ। ମହାନବମୀ ତିଥିରେ ବଡ଼ ବଡ଼ ପୂଜାମଣ୍ଡପ ଗୁଡ଼ିକରେ ଜନସମୁଦ୍ର ରହିବ ବୋଲି ପୂର୍ବରୁ ଆଶା…

ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା…

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ଏବଂ ଆଖପାଖ ଅଞ୍ଚଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ଏବେ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି। ଅନ୍ଯପଟେ ଏହି ଲଘୁଚାପ ପାଇଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୬ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର,…

୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୧ କୋଭିଡ୍…

ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୪ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୮ ଜଣ ସଂକ୍ରମିତ ରହିଛନ୍ତି ।…

ମାତିଛି ଅଜଣା ରୋଗ, ମାସକରେ ଗଡିଲାଣି ୭…

ମାତିଛି ଅଜଣା ରୋଗ । ଗୋଟିଏ ମାସରେ ଗଡିଲାଣି ୭ ମୁଣ୍ଡ । ଏହି ଦୃଶ୍ୟ ଦେଖିବାକୁ ମିିଳିଛି କୋରାପୁଟ ସେମିଳିଗୁଡା ଆମ୍ବେଦକର ନଗରସାହିରେ । ମାସକ ଭିିତରେ ଗୋଟିଏ ପରେ ଗୋଟିଏ ଜୀବନ ଯାଇଥିବା ବେଳେ ଏପର୍ଯ୍ୟନ୍ତ ରୋଗ ଚିହ୍ନଟ ହୋଇପାରିନି । ଗାଁରେ ଡାକ୍ତରୀ ଦଳ ପହଞ୍ଚିି ଘର ଘର ବୁଲି ସ୍ୱାସ୍ଥ୍ୟ…

୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍…

ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୩୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୭ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୫୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୫ ଜଣ ସଂକ୍ରମିତ ରହିଛନ୍ତି…

ଦୁର୍ଗାପୂଜାକୁ ନେଇ ପୋଲିସର ପ୍ରସ୍ତୁତି,…

କଟକ : ଦୁର୍ଗାପୂଜାକୁ ନେଇ କମିଶନରେଟ୍‌ ପୋଲିସର ପ୍ରସ୍ତୁତି । ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନମାନଙ୍କ ଉପରେ କଡ଼ା ନଜର ରଖାଯିବ । ଏହାସହ ସହରକୁ ଜଗିବେ ୫୫ ପ୍ଲାଟୁନ୍‌ ପୋର୍ସ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସହରକୁ ଜଗିବେ ପୋଲିସ…

ଦଶହରା ପୂର୍ବରୁ ଏସ୍‌ଟିଏଫ୍‌କୁ ସଫଳତା,…

ଭୁବନେଶ୍ୱର,୦୧/୧୦: ଏସଟିଏଫ୍‌ ପଞ୍ଝାରେ ବ୍ରାଉନସୁଗାର ବେପାରୀ । ଭୁବନେଶ୍ବର ହଳଦୀପଡିଆ ବସ୍ତିରୁ ୧ କେଜି ୧୫୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଏସଟିଏଫ ଟିମ୍ । ଏଥିରେ ଜଡ଼ିତ ବ୍ରାଉନସୁଗାର ବେପାରୀ ସିଦ୍ଧାର୍ଥ ନାୟକକୁ ଗିରଫ କରିଛି ପୋଲିସ୍ । ଜବତ ବ୍ରାଉନସୁଗାରର ଆନୁମାନିକ ମୁଲ୍ୟ ୧ କୋଟି ୧ ଲକ୍ଷ…