thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ସାଇଟ୍‌ମାରାକୁ ନେଇ ତୁମୁଳକାଣ୍ଡ ଘଟଣା,…

ପରୀକ୍ଷାର୍ଥୀଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ବାଲିଅନ୍ତା ଥାନା ପୋଲିସର ଆକ୍ସନ । ବିଶ୍ବରଞ୍ଜନଙ୍କୁ ମାରି ଲହୁ ଲୁହାଣ କରିଥିବା ୬ ପରୀକ୍ଷାର୍ଥୀଙ୍କୁ ହେପାଜତକୁ ନେଇଛି ପୋଲିସ । ସାଇଟ୍‌ମରାକୁ ନେଇ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ପିଲାଙ୍କୁ ପଚରାଉଚରା କରୁଛି । ସୂଚନା ଅନୁଯାୟୀ, ମଙ୍ଗଳବାର…

କୁଲତା ସମାଜର ଧର୍ମଶାଳା ପାଇଁ ୩ କୋଟି,…

କୁଲତା ସମାଜର ଧର୍ମଶାଳା ପାଇଁ ୩ କୋଟି ଟଙ୍କାର ମଞ୍ଜୁର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି । ଏହାସହିତ ୧ ଏକର ଜାଗାର ଦେବାକୁ ମଧ୍ୟ ଘୋଷଣା କରିଛନ୍ତି । କୁଲତା ସମାଜର ଲୋକମାନଙ୍କ ସୁବିଧା ପାଇଁ ପୁରୀରେ ଏକ ଧର୍ମଶାଳା ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ…

ମାସେ ବଢିଲା ନମ୍ବଲ ପ୍ଲେଟ ଅବଧି,…

ଗାଡି ଚାଳକଙ୍କ ପାଇଁ ଆଶ୍ୱସ୍ତିକର ଖବର । ରାଜ୍ୟରେ ପୁଣି ବଢିଲା ହାଇ ସିକ୍ୟୁରିଟି ନମ୍ବଲ ପ୍ଲେଟ ଅବଧି । ୧,୨,୩,୪ ନମ୍ବର ପାଇଁ ରାଜ୍ୟ ସରକାର ଆଉ ମାସେ ବଢାଇଛନ୍ତି । ଏନେଇ ସତ୍ୟପାଠ ଜରିଆରେ ହାଇକୋର୍ଟକୁ ଜଣାଇଛନ୍ତି ସରକାର । ସେହିପରି ଡିସେମ୍ବର ୩୧ ଯାଏଁ ସମୟ ବୃଦ୍ଧି ନେଇ ସତ୍ୟପାଠରେ ଉଲ୍ଲେଖ…

ଅର୍ଚ୍ଚନାଙ୍କୁ ଝଟ୍‌କା, ଜାମିନ ଆବେଦନ…

ଅର୍ଚ୍ଚନାଙ୍କୁ ଝଟ୍‌କା । ଜାମିନ ଆବେଦନ ଖାରଜ କଲେ କୋର୍ଟ । ଭୁବନେଶ୍ୱର ନୟାପଲ୍ଲୀ ଥାନା ମାମଲାରେ ଜାମିନ ଆବେଦନ ଖାରଜ ହୋଇଛି । ଜାମିନ ଆବେଦନ ଖାରଜ କଲେ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍ କୋର୍ଟ । ଖବର ଅନୁଯାୟୀ, ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମାମଲାକୁ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ କୋର୍ଟଙ୍କୁ…

ମହଙ୍ଗା ପଡ଼ିଲା ସ୍ତ୍ରୀକୁ ହତ୍ୟା; ଆଜୀବନ…

ଭଦ୍ରକ ୨୨/୧୧: ଏକ ହତ୍ୟା ମାମଲାରେ ଭଦ୍ରକ ଜିଲ୍ଲା ଦୌରା ଜଜ୍‌ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଘୋଷଣା କରିଛନ୍ତି। ଅଭିଯୁକ୍ତଙ୍କ ପରିଚୟ  ମଧୂସୁଦନ ବେହେରା (୪୫)। ସେ ବାସୁଦେବପୁର ଥାନା ଅନ୍ତର୍ଗତ ବିଷ୍ଣୁବିନ୍ଧା ଗାଁର ବାସିନ୍ଦା। ଅଦାଲତ ତାଙ୍କୁ ପିଙ୍ଗଳ କୋଡ୍‌ର ଦଫା ୩୦୨ରେ ଆଜୀବନ କାରାଦଣ୍ଡ ଓ ୫…

ବିଦେଶୀ ପକ୍ଷି ଶିକାର ବେଳେ ଶିକାରୀ ଗିରଫ

ଟାଙ୍ଗୀ ୨୨/୧୧: ଚିଲିକାରେ ବିଦେଶୀ ପକ୍ଷୀ ଶିକାର ଅଭିଯୋଗରେ ଧରାପଡିଲେ ଶିକାରୀ। ଟାଙ୍ଗୀ ବନ ବିଭାଗ ୨ ଟି ମୃତ ବିଦେଶୀ ପକ୍ଷୀ ଜବତ କରିବା ସହିତ ଜଣେ ଶିକାରୀଙ୍କୁ ଗିରଫ କରିଛି। ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ରେଞ୍ଜ ଅଧୀନରେ ଥିବା ବାଲିପାଟପୁର ଚିଲିକା କୂଳରୁ ଏହି ପକ୍ଷୀ ଶିକାରୀକୁ ଟାଙ୍ଗୀ…

ଅବକାରୀ ବିଭାଗର ୫ ଘଣ୍ଟିଆ ଅପରେସନ୍‌, ମଦ…

ବାଣପୁର ଥାନା କୋଶରଡା ଜଙ୍ଗଲରେ ସଫଳ ହେଲା ଅବକାରୀ ବିଭାଗର ୫ ଘଣ୍ଟାର ଅପରେସନ।  ଜବତ ହେଲା ୧୨ ହଜାର ଲିଟର ମହୁଲି-ମଦ ପୋଚ ଏବଂ ୬୮୦ ଲିଟର ଦେଶୀ ମଦ।  ଅପରେସନ ପୂର୍ବରୁ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର୍‌ ହୋଇଛି। ମଙ୍ଗଳବାର ସକାଳ ୭ଟାରୁ ଦିନ ୧୨ ପର୍ଯ୍ୟନ୍ତ ଜଙ୍ଗଲ ମଧ୍ୟରେ ଅବକାରୀ ବିଭାଗ  ନକଲି ମଦ…

କୋରେଇ ଟ୍ରେନ୍‌ ଦୁର୍ଘଟଣାରେ ଦୋଷୀଙ୍କ…

ଯାଜପୁର କୋରେଇ ଟ୍ରେନ୍‌ ଦୁର୍ଘଟଣାରେ ଦୋଷୀଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ରାତି ୧୦ ସୁଦ୍ଧା ସ୍ଵାଭାବିକ ହୋଇପାରେ ରେଳ ଚଳାଚଳ । ୱାଗନ ଡୋର ହିଁ ଦୁର୍ଘଟଣାର କାରଣ ହୋଇଥାଇ ପରେ ବୋଲି ସୂଚନା ଦେଇଛନ୍ତି ପୁର୍ବ ତଟ ରେଳପଥର ଜେନେରାଲ୍‌ ମ୍ୟାନେଜର ଆର ଏମ ସୁନଙ୍କର । ଅନ୍ୟପଟେ ଘଟଣାସ୍ଥଳ…

ଥାନା ଆଇଆଇସି ବଟି ମାଗିବା ଘଟଣା,…

କଟକ, ୨୧/୧୧: କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ବଟି ମାଗିବା ଘଟଣାରେ ଆକ୍ସନ୍‌ ମୋଡ୍‌ରେ ପୋଲିସ୍‌ । ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମିଶନରେଟ ପୋଲିସ । ଆଇଆଇସି ଦାୟିତ୍ବରୁ ଦୀନକୃଷ୍ଣ ମିଶ୍ରଙ୍କୁ ଅବ୍ୟାହତି । ଥାନାରୁ ହଟାଇ ଡିସିପି ଅଫିସ ଦାୟିତ୍ବରେ ଦିନ କୃଷ୍ଣ…

ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ଘଟଣା…

ପୁରୀ ୨୧।୧୧ : ସୋସିଆଲ ମିଡ଼ିଆରେ ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଓ ଭିଡ଼ିଓ ଭାଇରାଲ ଘଟଣାରେ ଆକ୍ସନ ମୋଡକୁ ଆସିଛି ପୁରୀ ପୋଲିସ । ଫଟୋ ଭାଇରାଲ କରିଥିବା ଅଭିଯୁକ୍ତ ଆକାଶ ଚୌଧୁରୀ ନାଁରେ ପୁରୀ ସିଂହଦ୍ଵାର ଥାନାରେ ମାମଲା ରୁଜୁ ପରେ ତଦନ୍ତକୁ ଜୋରଦାର କରାଯାଇଛି। ତେବେ ଅଭିଯୁକ୍ତ ଆକାଶ ଚୌଧୁରୀ…