Browsing Category
ରାଜ୍ୟ
୧୯ରୁ ଅଫ୍ଲାଇନ୍ରେ ଟିକେଟ୍; କଳିଙ୍ଗ…
ଭୁବନେଶ୍ବର: ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ବକପ୍ ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି। ଉଭୟ ହକି ଖେଳାଳି ଓ ଦର୍ଶକମାନେ ପୁଣି ଥରେ ଓଡ଼ିଶାରେ ହକି ବିଶ୍ବକପ ମ୍ୟାଚ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି। ଆସନ୍ତାକାଲି (ଡିସେମ୍ବର ୧୯) ଠାରୁ ହକି ବିଶ୍ବକପ୍ ମ୍ୟାଚ୍ର ଅଫ୍ଲାଇନ୍ ଟିକେଟ…
ଦ୍ରୁତଗାମୀ ଟ୍ରକ୍ ଧକ୍କାରେ ବାଇକ…
ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ଏମଭି-୧୯ ଗ୍ରାମ ନିକଟସ୍ଥ ଉର୍ମାଗୁଡା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଛି। ଏମଭି-୧୯ ଗ୍ରାମର ଗଣେଶ ମଣ୍ଡଳ ନାମକ ବ୍ୟକ୍ତି କାମ ସାରି ନିଜ ଘରକୁ ଫେରୁଥିବା ସମୟରେ କାଲିମେଳା ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ସହ…
ଭଞ୍ଜନଗରରୁ ନିଖୋଜ ବ୍ୟବସାୟୀଙ୍କ ମୃତଦେହ…
ପ୍ରଥମେ ଅପହରଣ। ପରେ ନିର୍ମମ ହତ୍ୟା। ହତ୍ୟା ଘଟଣାକୁ ଲୁଚାଇବାକୁ ଯାଇ ଘାଟି ଉପରେ ମୃତଦେହକୁ ଫୋପାଡିବା ଭଳି ସୁପରିକଳ୍ପିତ ଯୋଜନା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ-କନ୍ଧମାଳ ସୀମାନ୍ତ ଗାଜଲବାଡିରୁ ଦାରିଙ୍ଗବାଡିକୁ ସଂଯୋଗ କରିଥିବା ଘାଟି ଉପରେ। ଦାରିଙ୍ଗବାଡି ଘାଟିର ୯ମ ବୁଲାଣିର…
ଫେସବୁକରେ ଆତ୍ମହତ୍ୟା ଧମକ ଦେଇଥିବା…
ପୁଣେ: ଆଜିକାଲି ପୁଣେ ପୁଲିସର ଏକ କାର୍ଯ୍ୟକୁ ସୋସିଆଲ ମିଡିଆରେ ଭରପୁର ପ୍ରଶଂସା କରାଯାଉଛି। ପୁଣେ ପୁଲିସ ବୁଦ୍ଧି ଏବଂ ଚତୁରତାର ସହିତ ଜଣେ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିଥିଲା | ବାସ୍ତବରେ ପୁଣେର ଜଣେ ବ୍ୟକ୍ତି ଫେସବୁକରେ ଲାଇଭ କରି ଆତ୍ମହତ୍ୟା କରିବାକୁ ଧମକ ଦେଉଥିଲେ। ଫେସବୁକ୍ ମାଧ୍ୟମରେ ପୁଲିସ…
କାଚ ଭଙ୍ଗା ଗ୍ୟାଙ୍ଗର ପର୍ଦାଫାଶ
ଭୁବନେଶ୍ବର: କାଚ ଭଙ୍ଗା ଗ୍ୟାଙ୍ଗର ପର୍ଦାଫାଶ ହୋଇଛି। ମାର୍କେଟରେ ପାର୍କିଂ ହେଉଥିବା ଗାଡିର କାଚ ଭାଙ୍ଗି ଏହି ଗ୍ରୁପର ସଦସ୍ୟମାନେ ଲୁଟ୍ କରୁଥିଲେ। ଏହି ମାମଲାରେ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଗ୍ରୁପର ସଦସ୍ୟମାନେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆସାମ ଓ ବିହାରରେ ବୁଲିବୁଲି କାଚ…
ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କୁ…
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଆଗରେ ମୁହଁ ଖୋଲିଥିବା ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି। ଆଜି ଇଡି ଅଧିକାରୀମାନେ ଅର୍ଚ୍ଚନା ନାଗ, ଶ୍ରଦ୍ଧାଞ୍ଜଳି ବେହେରା ଓ…
ଅନୁଭବଙ୍କୁ ନେଇ ସୋସିଆଲ ମିଡିଆରେ…
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ସହ ବିବାହ ବିଚ୍ଛେଦ ଖବରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ପୁଣି ଥରେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ପାଲଟିଥିଲେ। ଅନୁଭବଙ୍କୁ ନେଇ ଏକ ସୋସିଆଲ୍ ମିଡିଆ ପୋଷ୍ଟ ଅନେକ କିଛି କଳ୍ପନାଜଳ୍ପନାକୁ ଜନ୍ମ ଦେଇଥିଲା । ରାକେଶ…
ଗାଧୋଇ ଫେରୁଥିବା ବେଳେ ଶୁଣ୍ଢରେ ଠେଲି…
ଭଞ୍ଜନଗର: ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ତାରସିଂ ବନାଞ୍ଚଳର ବାରଦଣ୍ଡା ନଦୀ ନିକଟରେ ଜଣେ ଚାଷୀ ଗାଧୋଇ ଫେରୁଥିବା ସମୟରେ ଏକ ଦନ୍ତାହାତୀ ସହ ମୁହଁମୁହିଁ ହୋଇଛନ୍ତି। ଦନ୍ତାଟି ଶୁଣ୍ଢରେ ଚାଷୀଙ୍କୁ ଠେଲି ଦେବା ଫଳରେ ସେ ନଦୀ ହୁଡା ତଳକୁ ଖସି ପଡି ଅଳ୍ପକେ ମୃତ୍ୟୁ ମୁଖରୁ ନିଜରକୁ ବଞ୍ଚାଇ…
ଭାଉଜଙ୍କୁ କାଠ ଫାଳିଆରେ ପିଟି ହତ୍ୟା…
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଦୌରା ଜଜ ଶୁଭଦର୍ଶୀ ପଟ୍ଟନାୟକ ଶୁକ୍ରବାର ୨୦୧୭ର ଏକ ହତ୍ୟା ଘଟଣାର ଜଣେ ଅଭିଯୁକ୍ତ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଖଟାଙ୍ଗ ଗାଁର ସୁନୀଳ ଲାକ୍ରାକୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ କାରାଦଣ୍ଡ ଆଦେଶ କରିଛନ୍ତି। ୨୦୧୭ ମେ ୧୬ରେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା…
କ୍ଳାଭାମା-୬୨୫ ନକଲି ଔଷଧ ପଛରେ ହିମାଚଳ…
ଭୁବନେଶ୍ୱର: କ୍ଳାଭାମା-୬୨୫ ନକଲି ଔଷଧ ପଛରେ ହିମାଚଳ ଲିଙ୍କ ଥିବାର ସନ୍ଦେହ କରାଯାଉଛି। ପୂର୍ବରୁ ଜବତ ହୋଇଥିବା ଟେଲମା ୪୦ ମାମଲା ସହ ଏହି ଲିଙ୍କ ଥିବା ସନ୍ଦେହ ଉପୁଜିଛି। କିନ୍ତୁ ଓଡ଼ିଶାରେ ଏହି ମେଡିସିନ ସପ୍ଲାଏ ହୋଇ ନଥିବା ସ୍ପଷ୍ଟ କରିଛି କମ୍ପାନି।
ତେବେ ମେଡ଼ିସିନ ନକଲି ଜଣା ପଡିବା ପରେ କିରନ…