thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ଶିବରାତ୍ରୀରେ ନଦୀରୁ ଉଦ୍ଧାର ହେଲା ଧାତବ…

କଟକ: ବାଙ୍କୀ ସ୍ଥିତ ମହାନଦୀ ପଠାରୁ ୫୦ରୁ ଅଧିକ ଧାତବ ସାପ ଓ ୨ଟି ଷଣ୍ଢ ମୂର୍ତ୍ତି ଉଦ୍ଧାର କରାଯାଇଛି। ବିଶେଷ କରି ମହାଶିବରାତ୍ରୀ ପବିତ୍ର ଅବସରରେ ଏହା ମିଳିବା ଆଶ୍ଚର୍ଯ୍ୟଜନକ କରିଛି। ଏହି ଖବର ପ୍ରଚାରିତ ହେବା ପରେ ଆଖପାଖ ଅଞ୍ଚଳରୁ ଶତାଧିକ ଲୋକ ଏହି ଉଲ୍ଲେଖନୀୟ ମୂର୍ତ୍ତିଗୁଡ଼ିକର ଏକ ଝଲକ ଦେଖିବା…

୩ ଦିନ ପରେ ଜଳିବ ଓଡିଶା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଗୁରୁଚାପ ବଳୟ ସକ୍ରିୟ ରହିଛି। ଯାହାର ପ୍ରଭାବରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରିବ। ଯେଉଁଥିପାଇଁ ରାଜ୍ୟରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହାପରେ ମଧ୍ୟ ଦିନ ଓ ରାତିର ତାପମାତ୍ରାରେ ବିଶେଷ କିଛି…

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ…

ଭୁବନେଶ୍ୱର: ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଗତକାଲି ବିଜେଡିରେ ଯୋଗ ଦେଇଥିଲେ । ଆଜି ବିଜୟ ମହାପାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି,‘‘ମୁଖ୍ୟମନ୍ତ୍ରୀ ପୁଅକୁ ଆଶୀର୍ବାଦ ଦେଲେ, ଭଲ ହେଲା । ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ…

ପୁଣି କୁମ୍ଭୀର ଆତଙ୍କ, ସ୍ତ୍ରୀ ସାମ୍ନାରେ…

କେନ୍ଦ୍ରାପଡ଼ା: ଶୌଚ ପାଇଁ ଯିବା ହେଲା କାଳ । ବ୍ୟକ୍ତିଙ୍କୁ ଟାଣିନେଲା କୁମ୍ଭୀର । କିଛି ସମୟ ଭିତରେ ଘଟିଗଲା ବଡ଼ ଅଘଟଣ । କେନ୍ଦ୍ରାପଡ଼ା ରାଜନଗର ଥାନା ଦକ୍ଷିଣଭେଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ହଂସୁଆ ନଦୀରେ ବାଇଧର ମଲ୍ଲିକ ଶୌଚ ହେବାକୁ ଯାଇଥିବା ବେଳେ କୁମ୍ଭୀର ଟାଣି ନେଇଥିବା…

ମେଣ୍ଟ ପାଇଁ ଏଥର ନୂଆ ଫର୍ମୁଲା

ଭୁବନେଶ୍ୱର: ୧୫ବର୍ଷ ପରେ ମେଣ୍ଟ ରାଜନୀତି ଦେଖିବ ଓଡ଼ିଶା । ମେଣ୍ଟ ରାଜନୀତି ପୃଷ୍ଠଭୂମିରେ ରାଜନୀତିର ଚିତ୍ର ଆଙ୍କିବେ ବିଜେପି ଓ ବିଜେଡ଼ି। ଓଡ଼ିଶାରେ ବିଜେପି ବିଜେଡି ମେଣ୍ଟ ହେବା ନେଇ ସ୍ପଷ୍ଟ ସଙ୍କେତ ମିଳିସାରିଛି। କେବଳ ବିଧିବଦ୍ଧ ଘୋଷଣାକୁ ଅପେକ୍ଷା ରହିଛି। ଦିନେ ଦୁଇ ଦିନ ଭିତରେ ଏ ନେଇ…

ଶ୍ରୀକାନ୍ତଙ୍କ ଘରବାହୁଡା: ବାଲେଶ୍ୱରରୁ…

ଭୁବନେଶ୍ୱର: କଂଗ୍ରେସକୁ ଫେରିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ନିର୍ବାଚନ ପୁର୍ବରୁ କଂଗ୍ରେସକୁ କମ ବ୍ୟାକ କରିଛନ୍ତି ଶ୍ରୀକାନ୍ତ। ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି…

୧୫ ବର୍ଷ ପରେ ଓଡ଼ିଶାରେ ହେବାକୁ ଯାଉଛି…

ଭୁବନେଶ୍ୱର: କଡ ଲେଉଟିଲା ଓଡିଶା ରାଜନୈତିକ ଦୃଷ୍ୟପଟ୍ଟ। ୧୫ ବର୍ଷ ପରେ ଓଡ଼ିଶାରେ ହେବାକୁ ଯାଉଛି ବିଜେଡ଼ି ବିଜେପି ମେଣ୍ଟ। ବିଧିବଦ୍ଧ ଭାବେ ଘୋଷଣା ନ ହେଲେ ବି ଉଭୟ ଦଳ ମେଣ୍ଟ ହେବା ନେଇ ସଙ୍କେତ ଦେଇ ସାରିଛନ୍ତି। ରାଜନୀତିରେ କେହି ସ୍ଥାୟୀ ଶତ୍ରୁ ବା ମିତ୍ର ନୁହନ୍ତି। ରାଜନୈତିକ ସ୍ବାର୍ଥ ହିଁ…

ସ୍ୱାସ୍ଥ୍ୟ ସେବାରେ ନୂଆ ଅଧ୍ୟାୟ,…

ସମସ୍ତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଆଉ ଏକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ରାଜ୍ୟରେ ଅର୍ଥ ଅଭାବରୁ କେହି ବି ଉତ୍ତମ ଚିକିତ୍ସାରୁ ବଞ୍ଚିତ ହେବେନାହିଁ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା। ସଭିଙ୍କ ହାତରେ…

ଡେବ୍ରିଗଡ଼ରେ ପୁଣି ନଜର ଆସିଲା ବାଘ

ସମ୍ବଲପୁର: ଡେବ୍ରିଗଡରେ ନେଚର୍‌ କ୍ୟାମ୍ପ ନିକଟରେ ଶନିବାର ପୁଣିଥରେ ବାଘକୁ ଦେଖିବାକୁ ମିଳିଛି। ମହାବଳକୁ ଅତି ନିକଟରୁ ଦେଖି ଛତିଶଗଡ଼ର ପର୍ଯ୍ୟଟକ ଫଟୋ ଉଠାଇଥିଲେ। ବାଘର ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ବେଳେ ତା ଉପରେ ୨୪ ଘଣ୍ଟା ନଜର ରଖା ଯାଉଥିବା ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଡିଏଫ୍‌ଓ…

କଂଗ୍ରେସର ‘ହାଥ୍‌ ସେ ହାଥ୍‌ ଯୋଡ଼…

ଭୁବନେଶ୍ବର: ଆସନ୍ତା ଜାନୁଆରି ୨୬ ତାରିଖ ଠାରୁ ଆରମ୍ଭ ହେବ କଂଗ୍ରେସର ‘ହାଥ ସେ ହାଥ ଯୋଡ଼ ଯାତ୍ରା।’ ଦୁଇ ମାସ ଧରି ଚଳିବ ଏହି ଯାତ୍ରା। ଏହି ଯାତ୍ରା ସମୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ଘର ଘର ବୁଲି ଲୋକଙ୍କୁ ଅବଗତ କରାଇବ କଂଗ୍ରେସ। ଏନେଇ ଆଜି କଂଗ୍ରେସ ଭବନରେ ବସିଥିବା ବୈଠକରେ…