thelifelinemedia
Latest Odisha News, Breaking News Today

ଉତ୍କଳ ବିଶ୍ୱବିଦ୍ୟାଳୟରେ ୫୦% ରୁ ଅଧିକ ଅଧ୍ୟାପକ ପଦବୀ ଖାଲି:ଅତିଥି ଅଧ୍ୟାପକଙ୍କ ଭରସାରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଚାଲିଛି ପାଠପଢ଼ା

ବିଧାନସଭାରେ ଏହି ଉତ୍ତର ରଖିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ତାଙ୍କ କହିବା ଅନୁସାରେ, ମଞ୍ଜୁରୀପ୍ରାପ୍ତ ୨୪୪ ଅଧ୍ୟାପକ ପଦରୁ ୧୪୧ ଖାଲି ପଡ଼ିଛି। ବିଜନେସ ଆଡମିନିଷ୍ଟ୍ରେସନରେ ସର୍ବାଧିକ ୧୧ ପଦବୀ ଖାଲି ପଡିଛି

ଭୁବନେଶ୍ୱର:ଉତ୍କଳ ବିଶ୍ୱବିଦ୍ୟାଳୟରେ ୫୦% ରୁ ଅଧିକ ଅଧ୍ୟାପକ ପଦବୀ ଖାଲି ପଡ଼ିଛି। ଗୃହରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଉତ୍ତର ସାମ୍ନାକୁ ଆସିଛି। ମଞ୍ଜୁରୀପ୍ରାପ୍ତ ୨୪୪ ଅଧ୍ୟାପକ ପଦରୁ ୧୪୧ ଖାଲି ପଡ଼ିଛି। ବିଜନେସ ଆଡମିନିଷ୍ଟ୍ରେସନରେ ସର୍ବାଧିକ ୧୧ ପଦବୀ ଖାଲି ପଡିଛି। ମନୋବିଜ୍ଞାନରେ ୧୦, ବାଣିଜ୍ୟରେ ୯, ପଦାର୍ଥ ବିଜ୍ଞାନରେ ୮ ପଦବୀ ଖାଲି ପଡ଼ିଛି। ସେହିପରି ୯୨୬ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ମଧ୍ୟରୁ ୬୯୮ଟି ପଦବୀ ଖାଲି ପଡ଼ିଛି।

ବିଧାନସଭାରେ ଏହି ଉତ୍ତର ରଖିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ତାଙ୍କ କହିବା ଅନୁସାରେ, ମଞ୍ଜୁରୀପ୍ରାପ୍ତ ୨୪୪ ଅଧ୍ୟାପକ ପଦରୁ ୧୪୧ ଖାଲି ପଡ଼ିଛି। ବିଜନେସ ଆଡମିନିଷ୍ଟ୍ରେସନରେ ସର୍ବାଧିକ ୧୧ ପଦବୀ ଖାଲି ପଡିଛି। ମନୋବିଜ୍ଞାନରେ ୧୦, ବାଣିଜ୍ୟରେ ୯, ପଦାର୍ଥ ବିଜ୍ଞାନରେ ୮ ପଦବୀ ଖାଲି ପଡ଼ିଛି।

Leave A Reply

Your email address will not be published.