thelifelinemedia
Latest Odisha News, Breaking News Today

ବାଲେଶ୍ୱର ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍

ସୋର: ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ନିକଟ ହାଇଲାଣ୍ଡ ଚିଙ୍ଗୁଡ଼ି ଫାର୍ମରେ ଅଘଟଣ l ଗ୍ୟାସ ଲିକ୍‌ ହୋବା କାରଣରୁ ୫୦ରୁ ଉର୍ଦ୍ଧ୍ୱ ଶ୍ରମିକ ଆଚେତ ହୋଇଯାଇଥିବା ଜଣାପଡ଼ିଛି l ଗୁରୁତର ଶ୍ରମିକଙ୍କୁ ଖନ୍ତାପଡ଼ା ଡାକ୍ତରଖାନରୁ ବାଲେଶ୍ୱରର ଏକ ବେସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.