thelifelinemedia
Latest Odisha News, Breaking News Today

ଫେବ୍ରୁଆରୀ ୧୭ରୁ CBSE ପରୀକ୍ଷା:CBSE ପକ୍ଷରୁ ପ୍ରକାଶ ପାଇଲା ପରୀକ୍ଷା ସୂଚୀ

ଭୁବନେଶ୍ଵର: ଦଶମ ଓ ଦ୍ଵାଦଶ ପରୀକ୍ଷା ନେଇ ତାରିଖ ଘୋଷଣା କରିଛି CBSE। CBSE ପକ୍ଷରୁ ପ୍ରକାଶ ପାଇଛି ପରୀକ୍ଷା ସୂଚୀ। ପରୀକ୍ଷାର ୧୧୦ ଦିନ ପୂର୍ବରୁ ପ୍ରକାଶ ପାଇଲା ସୂଚୀ।

CBSE ଦଶମ ଶ୍ରେଣୀଙ୍କ ପିଲାଙ୍କ ପାଇଁ ହେବ ୨ଟି ବୋର୍ଡ ପରୀକ୍ଷା।CBSE ଦଶମ ପରୀକ୍ଷା ଫେବୃଆରୀ 17, 2026 ରୁ ଆରମ୍ଭ ହୋଇ ମାର୍ଚ୍ଚ 10, 2026 ପର୍ଯ୍ୟନ୍ତ ଚାଲିବ, ଯେତେବେଳେ କି ଦ୍ୱାଦଶ ପରୀକ୍ଷା ଫେବୃଆରୀ 17 ରୁ ଏପ୍ରିଲ 9, 2026 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥର ଦଶମ ଓ ଦ୍ଵାଦଶ ପରୀକ୍ଷାରେ 45 ଲକ୍ଷ ପିଲା ପରୀକ୍ଷା ଦେବେ।

Leave A Reply

Your email address will not be published.