ଗୋମାଂସ ବୋଝେଇ କଣ୍ଟେନର ଜବତ By The Life Line Media On Nov 8, 2022 ଗୋମାଂସ ବୋଝେଇ କଣ୍ଟେନରକୁ ଜବତ କଲେ ବଜରଙ୍ଗୀ ଦଳ । ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଖନ୍ତାପଡ଼ା ଠାରେ କଲିକତାରୁ ଚେନ୍ନାଇ ଅଭିମୁଖେ ଗୋମାଂସ ନେଇଯାଉଥିବା ଏକ କଣ୍ଟେନରକୁ ଅଟକାଇ ବଜରଙ୍ଗ ଦଳର ସଦସ୍ୟ ଖନ୍ତାପଡ଼ା ଥାନାରେ ଜିମା ଦେଇଥିବା ଜଣାପଡ଼ିଛି । Share