thelifelinemedia
Latest Odisha News, Breaking News Today
Browsing Category

ରାଜ୍ୟ

ଆଜି ମହାପ୍ରଭୁଙ୍କ ରାହୁ ରେଖା ଲାଗି…

ପୁରୀ : ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା। ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ସାଧାରଣ ଦର୍ଶନ । ଆଜି ପବିତ୍ର ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି ଅର୍ଥାତ ରେଖାପଞ୍ଚମୀ ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବ ରାହୁ ରେଖା । ଏନେଇ ୪…

ରତ୍ନଭଣ୍ଡାରର ହେବ ବୈଷୟିକ ଯାଞ୍ଚ:…

ପୁରୀ: ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବା ପରେ ASI ସଂରକ୍ଷଣ ତଥା ମରାମତି କାର୍ଯ୍ଯ ହାତକୁ ନେବ। ତେବେ ଏହା ପୂର୍ବରୁ ପରିଚାଳନା କମିଟିର ନିଷ୍ପତ୍ତି ପ୍ରକାରେ ଏ.ଏସ.ଆଇ ଦ୍ବାରା ରତ୍ନଭଣ୍ଡାରର ସାମଗ୍ରିକ…

ମିଛୁଆ ରାଧୁଆ ବିଜେପି ସରକାର: ସୁଭଦ୍ରା…

ଭୁବନେଶ୍ୱର: ବିଜେପି ସରକାର ଲୋକଙ୍କୁ ମିଛ କହିଛି। ନିର୍ବାଚନୀ ପ୍ରତିଶୃତି ପାଳନ କରିନି ମୋହନ ସରକାର। ଏ ସରକାର କେବଳ ସୁଭଦ୍ରା ଯୋଜନା ନାଁରେ ପ୍ରବଞ୍ଚନା ଦେଇ ଆସିଛି ବୋଲି ବିଜେଡି ଅଭିଯୋଗ କରିଛି। ସୁଭଦ୍ରା ଯୋଜନାରେ ଏସଓପି ଆସିବା ପରେ ବିଜେପିର ଦୋ ମୁହାଁ ଚେହେରା ଜଣା ପଡ଼ିଛି ବୋଲି ବିଜେଡି ନେତ୍ରୀ…

ସୁଭଦ୍ରା ଯୋଜନା: କାହାକୁ ମିଳିବ ଭାଉଚର ?…

ଭୁବନେଶ୍ୱର: ସୁଭଦ୍ରା ଯୋଜନାର ଏସଓପି ଆଣିଛନ୍ତି ରାଜ୍ୟ ସରକାର। ରା଼ଜ୍ୟରେ ନୂଆ ସରକାର ଗଠନ ପରଠାରୁ ସବୁଠୁ ଅଧିକ ଚର୍ଚ୍ଚାରେ ଥିବା ସୁଭଦ୍ରା ଯୋଜନାକୁ ମୋହର ମାରିଛନ୍ତି ମୋହନ ସରକାର। ରାଜ୍ୟ କ୍ୟାବିନେଟ ବୈଠକ ସୁଭଦ୍ରା ଯୋଜନାର ଏସଓପିକୁ ଅନୁମୋଦନ ପ୍ରଦାନ କରିବା ପରେ ଆଜି ବିଧାନସଭାରେ ଏହାର ନିୟମାବଳୀ…

ମଦ ମୃତ୍ୟୁ ନେଇ ତଥ୍ୟ ଲୁଚାଇ ନାହାନ୍ତି…

ଭୁବନେଶ୍ୱର: ମଦ ମୃତ୍ୟୁ ନେଇ ସରକାର କୌଣସି ତଥ୍ୟ ଲୁଚାଇ ନାହାନ୍ତି। ବିରୋଧୀଙ୍କ ଅଭିଯୋଗ ସଂପୂର୍ଣ୍ଣ ମିଛ ଓ ଭିତ୍ତିହୀନ ବୋଲି ବିଧାନସଭା ଗୃହରେ କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। କହିଛନ୍ତି ବିରୋଧୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ଯା ଓ ଭିତ୍ତିହୀନ। ଗତ ୧୯ ତାରିଖରେ ବିଷାକ୍ତ ମଦ ପିଇ…

ସିମ୍ ବକ୍ସ ଜବତ ଘଟଣା:ପୁଣି ଦୁଇଦିନିଆ…

ଭୁବନେଶ୍ୱର: ଘନଉଛି ସିମ୍ ବକ୍ସ ମାମଲା ଘଟଣା। ପୁଣି ଦୁଇଦିନିଆ ରିମାଣ୍ଡରେ ଗଲା ଅଭିଯୁକ୍ତ ରାଜୁ ମଣ୍ଡଳ। ଅଧିକ ତଥ୍ୟ ଓଗାଳିବ ପାଇଁ କମିସନରେଟ୍ ପୋଲିସ ତାକୁ ପୁଣି ରିମାଣ୍ଡରେ ନେଇ ପଚରାଉଚରା କରିବ। ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି। ବେଆଇନ ନେଟୱର୍କରେ କିଏ କିଏ ଜଡିତ ଅଛନ୍ତି ଏ ଦିଗକୁ…

ଓଡିଶାରେ ସୁନା ଖଣି

ଭୁବନେଶ୍ୱର: ଓଡ଼ିଶାରେ ସୁନା ଖଣିର ସନ୍ଧାନ ମିଳିଛି । ରାଜ୍ୟରେ ସୁନା ଖଣିର ସନ୍ଧାନ ମିଳିଥିବା କହିଲେ ଖଣି ମନ୍ତ୍ରୀ । ବିଧାନସଭାରେ ତାରା ବାହିନୀପତିଙ୍କ ପ୍ରଶ୍ନରେ ଖଣି ମନ୍ତ୍ରୀ ବିଭୁତି ଜେନାଙ୍କ ଉତ୍ତରରେ ଓଡିଶାରେ ସୁନା ଖଣି ଥିବା ନେଇ ଜଣାପଡିଛି। ଦେବଗଡ଼ ଜିଲ୍ଲା ଆଡାସ-ରାମପଲ୍ଲୀ ଅଞ୍ଚଳରେ…

ଧରଣୀଧର ବିଶ୍ବବିଦ୍ୟାଳୟର ହେବ ନବକଳେବର:…

ଭୁବନେଶ୍ୱର: କେନ୍ଦୁଝର ଧରଣୀଧର ବିଶ୍ବ ବିଦ୍ୟାଳୟର ହେବ ନବକଳେବର। ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହି ବିଶ୍ବବିଦ୍ୟାଳୟକୁ ସ୍ବୟଂସମ୍ପୂର୍ଣ୍ଣ କରିବା ପାଇଁ ଯାହାସବୁ ଆବଶ୍ୟକତା ରହିଛି, ତାହା ଯଥାଶୀଘ୍ର ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସଂପୃକ୍ତ ପଦାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୩…

ସରିଲା ଷ୍ଟିୟରିଂ କମିଟିର ପ୍ରଥମ ବୈଠକ:…

ଭୁବନେଶ୍ୱର: ସରିଲା କଂଗ୍ରେସ କମିଟି ବୈଠକ। ମାସେ କିମ୍ୱା ଦୁଇ ମାସ ମଧ୍ୟରେ ମଧ୍ୟରେ ଘୋଷଣା ହୋଇପାରେ ପିସିସି ସଭାପତି ନାମ। ଆଜି କଂଗ୍ରେସ ଭବନରେ ଷ୍ଟିୟରିଂ କମିଟିର ପ୍ରଥମ ବୈଠକ ବସିଥିଲା। ଏଥିରେ ଅନେକ ବରିଷ୍ଠ ନେତାଙ୍କ ସହ କଂଗ୍ରେସ ଦଳର ବିଧାୟକ ମାନେ ଉପସ୍ଥିତି ରହିଥିଲେ। କଂଗ୍ରେସର ଆଗକୁ କଣ…

ନୀଳାଦ୍ରି ମ୍ୟୁଜିୟମକୁ ସ୍ଥାନାନ୍ତର ହେବ…

ପୁରୀ:ଆସନ୍ତା କାଲି ଭିତର ଓ ବାହାର ରତ୍ନଭଣ୍ଡାର ଖାଲି ହୋଇଥିବା ଲୁହା, କାଠ ସିନ୍ଦୁକ ସହ ଆଲମିରା ନୀଳାଦ୍ରି ମ୍ୟୁଜିୟମକୁ ସ୍ଥାନାନ୍ତର ହେବ। ଦୁଇଟି ଓଜନିଆ ଲୁହା ସିନ୍ଦୁକ ଥିବାରୁ ଏହାର ସ୍ଥାନାନ୍ତର ପାଇଁ ଭାରୀ ସାମଗ୍ରୀ ସ୍ଥାନାନ୍ତର ପାଇଁ ଅଭିଜ୍ଞ ଥିବା ସ୍ୱତନ୍ତ୍ର ବୈଷୟିକ ଟିମର ସହାୟତା ନିଆଯିବ…