ଭରତିଆ ଟାୱାରେ ଅଗ୍ନିକାଣ୍ଡ, ୪ ମହଲା ଉପରେ ଲାଗିଛି ନିଆଁ

କଟକ, ୨୩/୦୯: ବାଦାମବାଡି ଭରତିଆ ଟାୱାରେ ଅଗ୍ନିକାଣ୍ଡ ଘଟିଛି । ଟାୱାରର ୪ ମହଲା ଉପରେ ନିଆଁ ଲାଗିଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଅଗ୍ନିସମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଥିବା ଜଣାପଡ଼ିିଛି ।