thelifelinemedia
Latest Odisha News, Breaking News Today

ପୁଣି ମହାନଦୀକୁ ଡେଇଁଲେ ଯୁବତୀ !

କଟକ: କଟକ ମହାନଦୀରେ ପୁଣି ଅଘଟଣ। ଯୋବ୍ରା ବ୍ୟାରେଜରୁ ଜଣେ ଯୁବତୀ ଡେଇଁ ପଡିଥିବା ସୂଚନା ମିଳିଛି। ଯୁବତୀ ଜଣକ ଜଗତସିଂହପୁରର ଶିବାନୀ ମଲ୍ଲିକ ବୋଲି ଜଣାପଡିଛି।

ବ୍ୟାରେଜ ଉପରୁ ମହିଳାଙ୍କ ସ୍କୁଟି ଜବତ କରାଯାଇଛି। ଶିବାନୀ ପୂର୍ବରୁ ମାନସିକ ଦୁଃଶ୍ଚିନ୍ତାରେ ଥିବା ସୂଚନା ମିଳିଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି।

Leave A Reply

Your email address will not be published.