thelifelinemedia
Latest Odisha News, Breaking News Today

ବର୍ଷା ଅନୁଭବ ବିବାଦ; ଉଭୟ ଫ୍ୟାମିଲି କୋର୍ଟରେ ଦାଖଲ କରିବେ ୫ ହଜାର ଟଙ୍କା

କଟକ ୦୯/୦୯: ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲା। ବର୍ଷା ଓ ଅନୁଭବଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦାଖଲ ପାଇଁ ନିର୍ଦ୍ଦେଶ। ଉଭୟଙ୍କୁ ସେପ୍ଟେମ୍ୱର ୧୪ ତାରିଖ ସୁଦ୍ଧା ଟଙ୍କା ଦାଖଲ କରିବାକୁ କଟକ ଫାମିଲି କୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଉଭୟ ପକ୍ଷଙ୍କ ପିଟିସନକୁ କୋର୍ଟ ମଞ୍ଜୁରୀ ଦେଇଛନ୍ତି। ବର୍ଷା ସାକ୍ଷ୍ୟ ଗ୍ରହଣ ପାଇଁ ଆବେଦନ କରିଥିଲେ। ସେହିପରି ଅନୁଭବ ପିଟିସନରେ ସଂଶୋଧନ ପାଇଁ ଆବେଦନ କରିଥିଲେ।

Leave A Reply

Your email address will not be published.