thelifelinemedia
Latest Odisha News, Breaking News Today

କାଠଯୋଡ଼ି ନଦୀ ଉପରେ ହେବ ନୂଆ ବ୍ରିଜ୍‌

କଟକ: କାଠଯୋଡ଼ି ନଦୀ ଉପରେ ହେଵ ନୂଆ ଵ୍ରିଜ । ଵେଲଭ୍ୟୁ-ତ୍ରୀଶୁଳିଆ ମଧ୍ୟରେ ହେଵ ନୂଆ ଵ୍ରିଜ । ଵ୍ରିଜ ନିର୍ମାଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ସରକାରଙ୍କ ନିଷ୍ପତ୍ତି ନେଇ ସୂଚନା ଦେଇଛନ୍ତି କଟକର ପୂର୍ବତନ ବିଧାୟକ ଦେଵାଶିଷ ସାମନ୍ତରାୟ ।

କଟକ ଵିଜେଡିର ଜିଲ୍ଲା ସଭାପତି ରହିଛନ୍ତି ଦେଵାଶିଷ ସାମନ୍ତରାୟ । ଆନୁମାନିକ ୧୬୦କୋଟି ଟଙ୍କା ଵ୍ୟୟରେ ଏହି ବ୍ରିଜ୍‌ ତିଆରି ହେବା ନେଇ ଜଣାପଡ଼ିଛି । ଭୁବନେଶ୍ୱର-କଟକ ଟ୍ରାଫିକ ଆୟତ୍ତ ଏବଂ ସରଳ କରିବା ପାଇଁ ନୂଆ ଵ୍ରିଜ ତିଆରି କରାଯିବ ।

Leave A Reply

Your email address will not be published.