thelifelinemedia
Latest Odisha News, Breaking News Today

ପ୍ରଧାନମନ୍ତ୍ରୀ ମୋଦି କରିଛନ୍ତି ଆଉ ଏକ ନୋଟବନ୍ଦୀ!

ନୂଆଦିଲ୍ଲୀ ୮।୧୧: ଦେଶରେ ୮ ନଭେମ୍ବର ୨୦୧୬ରେ ହୋଇଥିଲା ପ୍ରଥମ ନୋଟବନ୍ଦୀ । ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣାରେ ସାଧାରଣ ଜନତା ବେଶ୍ ଖୁସି ଥିଲାବେଳେ ଭ୍ରଷ୍ଟାଚାର ଓ ବ୍ଲାକ୍ ମନି କୁବେରଙ୍କ ମଧ୍ୟରେ ହାହାକାର ପଡିଯାଇଥିଲା। ୮ ନଭେମ୍ବର ମଙ୍ଗଳବାର ଏହି ନୋଟ ବନ୍ଦୀକୁ ୬ ବର୍ଷ ପୂରଣ ହୋଇଛି। ନୋଟବନ୍ଦୀ କାଳରେ ଦେଶର ଭଲ ଲାଗି ସାଧାରଣ ଜନତାଙ୍କୁ ଅନେକ କଷ୍ଟ ସ୍ୱୀକାର କରିବାକୁ ପଡିଥିଲା।

ଏବେବି ଅନେକ ଲୋକେ ନୋଟବନ୍ଦୀର ସ୍ମୃତିକୁ ମନେ ପକାଇ ବିଚଳିତ ହୋଇଉଠୁଛନ୍ତି। ଏହା ପରେ ଯଦି ପୁଣି ଥରେ ଲୋକଙ୍କୁ ନୋଟବନ୍ଦୀ ପ୍ରସ୍ତାବ ଦିଆଯାଏ ହୁଏତ ଅନେକ ଅରାଜି ହେବେ । ହେଲେ ଆପଣ ଜାଣନ୍ତି ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତି ମଧ୍ୟରେ ଆଉ ଏକ ନୋଟବନ୍ଦୀ ମଧ୍ୟ କରିଦେଇଛନ୍ତି।

Leave A Reply

Your email address will not be published.