thelifelinemedia
Latest Odisha News, Breaking News Today

ଓଡ଼ିଶାରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା ‘ସିତ୍ରାଙ୍ଗ’

ଆଇଏମ୍ଡି-ଜିଏଫ୍ଏସ୍ ମଡେଲର ଆକଳନ । ଓଡ଼ିଶାରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା ‘ସିତ୍ରାଙ୍ଗ’ । ଆଇଏମଡି-ଜିଏଫ୍ଏସ୍ ମଡେଲ ଜାରିକରିଛି । ଏହି ମଡେଲ କହୁଛି, ଉତ୍ତର ଓଡ଼ିଶା ଉପକୂଳରେ ହୋଇପାରେ ଲ୍ୟାଣ୍ଡଫଲ୍ । ୨୮ ତାରିଖ ସକାଳ ୫ଟା ୩୦ରେ ବାତ୍ୟା ଛୁଇଁପାରେ ସ୍ଥଳଭାଗ ।

ସେତେବେଳେ ଇସିଏମ୍ଡବ୍ଲୁଏଫ୍ ମଡେଲ ଜାରି କରିଛି । ଏହି ମଡେଲର ଆକଳନ ଅନୁସାରେ ପଶ୍ଚିମବଙ୍ଗର ଦିଘା ଏବଂ ବାଂଲାଦେଶର ପଥେର ଘାଟ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ।୨୫ ତାରିଖ ସକାଳ ୫ଟା ୩୦ରୁ ସଂଧ୍ୟା ୫ଟା ୩୦ ମଧ୍ୟରେ ହୋଇପାରେ ଲ୍ୟାଣ୍ଡଫଲ୍ ।

Leave A Reply

Your email address will not be published.