Browsing Category
ରାଜ୍ୟ
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ…
ଭୁବନେଶ୍ୱର ୧୭।୧୧ : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି। ଦକ୍ଷିଣପୂର୍ବ ବଙ୍ଗୋପସାଗର-ଆଣ୍ଡାମାନ ସାଗରରେ ଗୁରୁବାର ସକାଳେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏନେଇ ଆଇଏମଡି ପକ୍ଷରୁ ସୂଚନା ମିଳିଛି।
ଖବର ଅନୁଯାୟୀ, ଆଗାମୀ ୧୯ ତାରିଖ ସୁଦ୍ଧା ଲଘୁଚାପଟି ଅବପାତରେ…
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଆନନ୍ଦପୁର ଥାନା ଶାଳବଣି ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାରେ ଜଣକର ମୃତ୍ୟୁ ହେବା ସହିତ ଅନ୍ୟଜଣେ ଗୁରୁତର ହୋଇ ଆନନ୍ଦପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।…
କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତାବକୁ…
ନୂଆଦିଲ୍ଲୀ, ୧୬/୧୧: ଦେଶରେ ବୃଦ୍ଧି କରାଯିବ ମେଡିକାଲ୍ କଲେଜ୍ ସଂଖ୍ୟା । ୨୦୨୭ ସୁଦ୍ଧା ସ୍ଥାପନ ହେବ ୧୦୦ଟି ମେଡିକାଲ୍ କଲେଜ୍ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରସ୍ତାବ ଆଗତ କରିଛି । ଏଥିରେ ଜିଲ୍ଲାସ୍ତରୀୟ ଡାକ୍ତରଖାନାଗୁଡ଼ିକର ଚତୁର୍ଥ ଫେଜ୍ ସ୍କିମ୍ ଅନୁସାରେ ଉନ୍ନତିକରଣ କରାଯିବ…
ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା!…
ପଦ୍ମପୁର, ୧୬/୧୧: ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ଏକ ପ୍ରତିନିଧି ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିବା ବେଳେ ଏହା ସଫଳ ହୋଇଛି । ଡିସେମ୍ବର ୨୦୨୩ ସୁଦ୍ଧା ପଦ୍ମପୁର ଜିଲ୍ଲା ଗଠନ କରିବା ପାଇଁ ବିଜୁ ଜନତା ଦଳ ସଭାପତି ଭାବେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି…
ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ୍,…
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବଜାର ସ୍ଥିତ ଲଳିତ କ୍ଲଥ ଷ୍ଟୋର ମାଲିକ ଅଙ୍କିତ ମୁନ୍ଦରା଼ ଙ୍କୁ, ବନ୍ଧୁକ ଓ ଭୁଜାଲି ଦେଖାଇ ଗତ ରାତିରେ ୫୦ହଜାର ରୁ ଉର୍ଦ୍ଧ ଟଙ୍କା ସହ ସୁନା ଚେନ ଓ ୩ଟି ମୋବାଇଲ ଲୁଟି ନେଇଛନ୍ତି। ଘଟଣା ସ୍ଥଳରେ ଆଜି ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ବାର୍ଡ ପହଞ୍ଚି ଅଧିକ ତଦନ୍ତ…
ଭଷାଣୀରେ ବିନା ଅନୁମତିରେ ଡିଜେ ବଜାଇବା…
ଭୁବନ: ଏବେ ଚାଲିଛି କାର୍ତ୍ତିକେଶ୍ଵର ଭଷାଣୀ ଉତ୍ସବ । ପୋଲିସଠାରୁ ଅନୁମତି ନନେଇ ଅତ୍ୟଧିକ ସାଉଣ୍ଡ ଓ ଭାଇଭ୍ରେଟ ଦେଇ ଭଷାଣୀ ଉତ୍ସବରେ ସାମିଲ ଥିଲା ଡିଜେ ଗାଡି । ଖବରପାଇ ଡିଜେ ଗାଡିକୁ ଜବତ କରି ମାଲିକ ଓ ଡ୍ରାଇଭରକୁ ଗିରଫ କରିଥିବା ଜଣାପଡିଛି । ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା…
ଭଲ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଏବେ…
ଭୁବନେଶ୍ଵର: ଏବେ ଭଲ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ପାଇବେ ପୁରସ୍କାର।ଏପରିକି ଭଲ ସ୍କୁଲ ଏବଂ ଭଲ ପାଠ ପଢ଼ାଉଥିବା ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ପୁରସ୍କୃତ ହେବେ। ସୁରଭି ୨୦୨୨ର ଉଦଯାପନୀ ଉତ୍ସବରେ ବୁଧବାର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ଥର…
କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ…
ଭୁବନେଶ୍ଵର: RWSS ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡା ଗିରଫ। ଗିରଫ ନେଇ ସୂଚନା ଦେଲେ ଭିଜିଲାନ୍ସ ଏସପି ଏମ.ରାଧାକ୍ରିଷ୍ଣନ। ଦୁର୍ନୀତିଖୋର ବାବୁଙ୍କର ୬ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠାବ ହୋଇଛି। ଏଥିରେ ଦୁଇଟି କୋଠା ସାଙ୍ଗକୁ ୧୨ ଟି ପ୍ଲଟ ରହିଛି। ଭୁବନେଶ୍ୱର ରେ…
ଚାଷୀଙ୍କ ଲାଗି ଇନ୍ପୁଟ୍ ସବ୍ସିଡି…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଚାଷୀଙ୍କ ପାଇଁ ଇନ୍ପୁଟ୍ ସବ୍ସିଡି ଘୋଷଣା କଲେ ରାଜ୍ୟ ସରକାର । ମରୁଡି ପ୍ରବଣ ଅଞ୍ଚଳରେ ଇନ୍ପୁଟ ସବ୍ସିଡି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ରାଜ୍ୟ ରାଜକୋଷରୁ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ ।
ସେହିପରି ଅନ୍ୟପଟେ ଫସଲ ବୀମା ନେଇ…
ପଦ୍ମପୁର ଉପନିର୍ବାଚନ: ଶେଷ ପର୍ଯ୍ୟାୟରେ…
ପଦ୍ମପୁର ୧୫/୧୧: ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାକୁ ଆଉ ୨ ଦିନ ବାକି ରହିଲା।ସେପଟେ ପ୍ରଶାସନ ପକ୍ଷରୁ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଡିସେମ୍ବର ୫ରେ ମତଦାନ ଥିବାରୁ ମଙ୍ଗଳବାର ଇଭିଏମ ଇଭିଏମ୍ ଆସି ପହଞ୍ଚିଛି। ଅନ୍ୟପଟେ କୌଣସି ଦଳର ପ୍ରାର୍ଥୀ…